ଯିହିଜିକଲ 46:19 · ଓଡ଼ିଆ ବାଇବେଲ
ତା'ପ ରେ ସେ ଦ୍ବାର ପାଶର୍ବସ୍ଥ ପ୍ରବେଶ ପଥଦଇେ ମାେତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସଠାେ ରେ ପଶ୍ଚିମ ରେ ଏକ ସ୍ଥାନ ଥିବାର ଦେଖିଲି।
Cross references
ଯିହିଜିକଲ 40:44
ଭିତର ପ୍ରାଙ୍ଗଣ ରେ ଦୁଇଟି କଠାେରୀ ଥିଲା। ଉତ୍ତର ଦ୍ବାର ନିକଟରେ ଥିବା କଠାେରୀଟି ଦକ୍ଷିଣାଭିମୁଖୀ ଓ ଦକ୍ଷିଣ ଦ୍ବାର ନିକଟରେ ଥିବା କଠାେରୀଟି ଉତ୍ତରାଭିମୁଖୀ ଥିଲା।
ଯିହିଜିକଲ 42:9
ପୁଣି ବାହାର ପ୍ରାଙ୍ଗଣରୁ କଠାେରୀଗୁଡ଼ିକୁ ଗଲା ବେଳେ ପୂର୍ବ ଦିଗ ରେ ତହିଁର ତଳେ ପ୍ରବେଶ ସ୍ଥାନ ଥିଲା।
ଯିହିଜିକଲ 44:4
ତା'ପ ରେ ସେ ମାେତେ ଉତ୍ତର ଦ୍ବାର ଦଇେ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପ ରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।