Home Bibles ଯିହିଜିକଲ 40:19 · ଓଡ଼ିଆ ବାଇବେଲ
ଯିହିଜିକଲ 40:19 · ଓଡ଼ିଆ ବାଇବେଲ

ତବେେ ସେ ନିମ୍ନତର ଫାଟକର ଭିତର ଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ୟ୍ଯନ୍ତ ବାହାର ପ୍ରସ୍ଥ ମାପିଲେ ଓ ତାହା ପୂର୍ବ ଓ ଉତ୍ତର ଦିଗ ରେ 100 ହାତ ଥିଲା।

Cross references

ଯିହିଜିକଲ 40:23

ଉତ୍ତର ଫାଟକ ପାଖରୁ ଭିତର ପ୍ରାଙ୍ଗଣ ଆଡ଼କୁ ଆଉ ଗୋଟିଏ ଫାଟକ ଥିଲା, ଠିକ୍ ପୂର୍ବ ରେ ଥିବା ଫାଟକ ପରି। ଗୋଟିଏ ଦ୍ବାରରୁ ଅନ୍ୟ ଗୋଟିଏ ଦ୍ବାର ପର୍ୟ୍ଯନ୍ତ 100 ହାତ ଥିଲା।

ଯିହିଜିକଲ 40:27

ଆଉ ଦକ୍ଷିଣ ପାଖ ରେ ଭିତର ପ୍ରାଙ୍ଗଣକୁ ଏକ ଦ୍ବାର ଥିଲା। ତହୁଁ ସେ ଦକ୍ଷିଣ ପାଶର୍‌ବର ଏକ ଦ୍ବାରଠାରୁ ଅନ୍ୟ ଦ୍ବାର ପର୍ୟ୍ଯନ୍ତ 100 ହାତ ମାପିଲେ।

ଯିହିଜିକଲ 46:1

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଭିତର ପ୍ରାଙ୍ଗଣର ପୂର୍ବଦ୍ବାର କାର୍ୟ୍ଯକାରୀ ଛଅଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ଯା ଦିନ ଖାେଲା ରହିବ।

Interlinear

Choose Theme