ଯିହିଜିକଲ 4:12 · ଓଡ଼ିଆ ବାଇବେଲ
ପୁଣି ତୁମ୍ଭେ ସହେି ଖାଦ୍ୟ ଦ୍ରବ୍ଯ ୟବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ଯର ବିଷ୍ଠା ଦ୍ବାରା ପାକ କରି ସମସ୍ତଙ୍କ ସମ୍ମୁଖ ରେ ଭୋଜନ କରିବ।
Cross references
ଆଦି ପୁସ୍ତକ 18:6
ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।
ଯିଶାଇୟ 36:12
ମାତ୍ର ରବଶାକି କହିଲା, ମାରେ ପ୍ରଭୁ କ'ଣ ମାେତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୁତ୍ରଙ୍କୁ କହିବା ପାଇଁ ପଠାଇଛନ୍ତି ? ସେ କ'ଣ ମାେତେ ତୁମ୍ଭମାନଙ୍କ ସହିତ ଯେଉଁମାନେ ଆପଣା ଆପଣା ବିଷ୍ଠା ଖାଉଛନ୍ତି ଓ ମୂତ୍ର ପାନ କରୁଛନ୍ତି, ସମାନଙ୍କେ ନିକଟକୁ ପଠାଇ ନାହାଁନ୍ତି ?'