ଯିହିଜିକଲ 37:2 · ଓଡ଼ିଆ ବାଇବେଲ
ସଦାପ୍ରଭୁ ସହେି ଅସ୍ଥିଗୁଡ଼ିକ ଦଇେ ନେଲେ, ଯାହା ଚତୁର୍ଦ୍ଦିଗ ରେ ଥିଲା। ସହେି ଉପତ୍ୟକା ରେ ବହୁତ ଅସ୍ଥି ଥିବାର ମୁଁ ଦେଖିପାରିଲି। ମୁଁ ସହେି ଅସ୍ଥିଗୁଡ଼ିକ ଅତିଶଯ ଶୁଷ୍କ ଥିବାର ଲକ୍ଷ୍ଯ କଲି।
Cross references
ଦିତୀୟ ବିବରଣ 11:30
ସହେି ଦକ୍ସ୍ଟଇ ପର୍ବତ କି ୟର୍ଦ୍ଦନର ସପୋରି ସୂର୍ୟ୍ଯାସ୍ତ ପଥ ପ୍ରାନ୍ତ ରେ ଗିଲ୍ଗଲ୍ ସମ୍ମକ୍ସ୍ଟଖସ୍ଥ ପଦାନିବାସୀ କିଣାନୀଯମାନଙ୍କ ଦେଶ ରେ ମାରେିର ଆଲୋନ୍ତୋଟା ନିକଟରେ ନାହିଁ।
ଗୀତସଂହିତା 141:7
ଚାଷୀମାନେ ଭୂମିରେ ହଳ କରିଥିବା ପଥରପରି, ଠିକ୍ ସହେିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିୟିବ।
ଯିହିଜିକଲ 37:11
ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଏହି ଅସ୍ଥିସକଳ ଇଶ୍ରାୟେଲ ସମୁଦାଯ ପରିବାର ଅଟନ୍ତି। ଏବଂ ସମାନେେ କହନ୍ତି, 'ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହାଇେଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭମାନେେ ସମ୍ପୂର୍ଣ୍ଣରୂପେ ବିନଷ୍ଟ ହାଇେଅଛୁ।'