ସହେି ଦକ୍ସ୍ଟଇ ପର୍ବତ କି ୟର୍ଦ୍ଦନର ସପୋରି ସୂର୍ୟ୍ଯାସ୍ତ ପଥ ପ୍ରାନ୍ତ ରେ ଗିଲ୍ଗଲ୍ ସମ୍ମକ୍ସ୍ଟଖସ୍ଥ ପଦାନିବାସୀ କିଣାନୀଯମାନଙ୍କ ଦେଶ ରେ ମାରେିର ଆଲୋନ୍ତୋଟା ନିକଟରେ ନାହିଁ।
Cross references
ଅବ୍ରାମ ସହେି ଦେଶ ମଧ୍ଯ ଦଇେ ଗଲେ, ଶିଖିମ ରେ ପହଞ୍ଚିବା ପର୍ୟ୍ଯନ୍ତ, ମାରେିର ଆଲୋନ୍ ବୃକ୍ଷମୂଳ ରେ ରହିଲେ। ସହେି ସମୟରେ କିଣାନୀଯମାନେ ସହେି ସ୍ଥାନ ରେ ବାସ କଲେ।
ପ୍ରଥମ ମାସର ଦଶମ ଦିନ ରେ ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ଯିରୀହାରେ ପୂର୍ବ ସିମାସ୍ଥିତ ଗିଲଗାଲ୍ଠା ରେ ଛାଉଣୀ ସ୍ଥାପନ କଲେ।
ସହେି ସମୟରେ, ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭମାନେେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁ ଲଜ୍ଜାକକ୍ସ୍ଟ ନିବାରଣ କରିଅଛି। ତେଣୁ ୟିହୋଶୂଯ ସେ ସ୍ଥାନର ନାମ ଦେଲେ, ଗିଲ୍ଗାଲ୍, ଏବଂ ସହେି ଗିଲ୍ଗାଲ୍ ନାମ ଆଜି ମଧ୍ଯ ପ୍ରଚଳିତ ଅଛି।
ତା ପରଦିନ ପ୍ରତକ୍ସ୍ଟ୍ଯଷ ରେ ୟିରକ୍ସ୍ଟଦ୍ଦାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣୀ ସ୍ଥାପନ କଲେ। ମିଦିଯନ ଲୋକମାନଙ୍କର ଛାଉଣୀ ସମାନଙ୍କେର ଉତ୍ତର ରେ ମାରେି ପର୍ବତ ନିକଟ ତଳଭୂମିରେ ଥିଲା।
କାରଣ ଗାଯକମାନେ ୟିରୁଶାଲମର ଚତୁର୍ଦ୍ଦିଗ ରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇ ଥିଲେ।