ସେ ଲୋକମାନଙ୍କୁ ସହେି ଆଲୋକ ବିଷୟ ରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ଯମ ରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟ ରେ ଶୁଣିପାରିଲେ ଓ ବିଶ୍ବାସ କରିପାରିଲେ।
Cross references
ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।
ଯେଉଁ ଅଳ୍ପ କେତକେ ଲୋକ ତାହାଙ୍କୁ ଗ୍ରହଣ କଲେ ସମାନେେ ତାହାଙ୍କ ଉପରେ ବିଶ୍ବାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କଲେ, ସେ ସମାନଙ୍କେୁ ପରମେଶ୍ବରଙ୍କ ସନ୍ତାନ ହବୋର ଅଧିକାର ପ୍ରଦାନ କଲେ,
ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟ ରେ କହିଲେ। ସେ କହିଲେ, ମୁଁ ଯାହାଙ୍କ ବିଷୟ ରେ କହୁଥିଲି, ସେ ଏହି। ମୁଁ କହିଲି, 'ମାେ ପରେ ୟିଏ ଆସୁଛନ୍ତି, ସେ ମାେ ଠାରୁ ବହୁତ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ।'
ୟିରୂଶାଲମରୁ ଯିହୂଦୀମାନେ କେତକେ ଯାଜକ ଓ ଲବେୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। ତୁମ୍ଭେ କିଏ? ଏହା ତାହାଙ୍କୁ ପଚାରିବା ପାଇଁ ଯିହୂଦୀମାନେ ସମାନଙ୍କେୁ ପଠାଇଥିଲେ।
ଯୋହନ ଉତ୍ତର ଦେଲେ, ମୁଁ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦେଉଛି। କିନ୍ତୁ ତୁମ୍ଭ ସହିତ ଏଠା ରେ ଏପରି ଜଣେ ବ୍ଯକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ।
ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।
ସେତବେେଳେ ଯୋହନ ଯୀଶୁଙ୍କୁ ୟିବାର ଦେଖିଲେ। ସେ କହିଲେ, ଦେଖ, ପରମେଶ୍ବରଙ୍କର ମଷେଶାବକ।
ତେଣୁ ଶିଷ୍ଯମାନେ ଆସି ଯୋହନଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ସହିତ ୟର୍ଦ୍ଦନ ନଦୀର ଆର ପାରି ରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସହେି ଲୋକ ବିଷୟ ରେ ଲୋକମାନଙ୍କୁ କହିଥିଲ। ସହେି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନକେ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।
ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ଯ ସମ୍ବନ୍ଧ ରେ କହିଛନ୍ତ।
ପାଉଲ ଏହାଶୁଣି କହିଲେ, ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ଯ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସହେି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ଯକ୍ତି, ଅର୍ଥାତ୍ ଯୀଶୁଙ୍କଠା ରେ ବିଶ୍ବାସ କରିବା ନିମନ୍ତେ କହୁଥିଲେ।
ପରମେଶ୍ବରଙ୍କ ଗୁପ୍ତ ସତ୍ଯକୁ ସମସ୍ତଙ୍କୁ କହିବା ଦାଯିତ୍ବ ପରମେଶ୍ବର ମାେତେ ପ୍ରଦାନ କଲେ। ଏହି ନିଗୂଢ଼ ସତ୍ଯ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଭିତ ରେ ଗୁପ୍ତ ରହିଥିଲା।
ପରମେଶ୍ବର ଚାହାଁନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ଯକୁ ଜାଣନ୍ତୁ।
ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।
ଯଦିଓ କିଛି ଲୋକେ ଏହାକୁ ଡରେି ବୋଲି ଭାବୁଛନ୍ତି, ତଥାପି ପରମେଶ୍ବର ନିଜ ପ୍ରତିଜ୍ଞା ପୂରଣ କରିବା ରେ ଡ଼ରେି କରିବେ ନାହିଁ। ବରଂ ପରମେଶ୍ବର ତୁମ୍ଭ ପ୍ରତି ର୍ଧୈୟ୍ଯବାନ ହେଉଛନ୍ତି। ପରମେଶ୍ବର କୌଣସି ଲୋକ ନଷ୍ଟ ହେଉ ବୋଲି ଚାହାଁନ୍ତି ନାହିଁ। ପରମେଶ୍ବର ଚାହାଁନ୍ତି ଯେ ପ୍ରେତ୍ୟକକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।