Home Bibles ☰ Books ଯିହିଜିକଲ 30:23 · ଓଡ଼ିଆ ବାଇବେଲ
ଯିହିଜିକଲ 30:23 · ଓଡ଼ିଆ ବାଇବେଲ

ଏବଂ ମୁଁ ମିଶରୀଯମାନଙ୍କୁ ନାନା ଗୋଷ୍ଠୀ ମଧିଅରେ ଓ ନାନା ଦେଶ ରେ ସମାନଙ୍କେୁ ଛିନ୍ନଭିନ୍ନ କରିବି।

Cross references

ଯିହିଜିକଲ 29:12

ଚାଳିଶ ବର୍ଷ ପର୍ୟ୍ଯନ୍ତ ମୁଁ ମିଶରକୁ ଅନ୍ଯାନ୍ଯ ଜନଶୂନ୍ଯ ଦେଶମାନଙ୍କ ମଧିଅରେ ଏକ ଜନଶୂନ୍ଯ ରାଷ୍ଟ୍ର କରି ଦବେି ଏବଂ ଏହାର ନଗରଗୁଡ଼ିକରେ ଅନ୍ଯାନ୍ଯ ଭଗ୍ନ ନଗର ପରି ଭଗ୍ନାବଶଷେ ରହିୟିବ। ମୁଁ ମିଶରୀଯମାନଙ୍କୁ ନାନା ଦେଶୀଯମାନଙ୍କ ମଧିଅରେ ଛିନ୍ନଭିନ୍ନ କରିବି ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି।

ଯିହିଜିକଲ 30:17

ଆବନେ ଓ ପୀବେଶତର ୟୁବାମାନେ ଖଡ୍ଗ ରେ ନିପାତିତ ହବେେ। ଆଉ ନଗରର ସ୍ତ୍ରୀ ଲୋକମାନେ ବନ୍ଦୀତ୍ବ ସ୍ଥାନକୁ ଯିବେ।

ଯିହିଜିକଲ 30:26

ଏବଂ ମୁଁ ମିଶରୀଯମାନଙ୍କୁ ନାନା ଜାତିଗଣ ମଧିଅରେ ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

Interlinear

Choose Theme