Home Bibles ☰ Books ଯିହିଜିକଲ 32:6 · ଓଡ଼ିଆ ବାଇବେଲ
ଯିହିଜିକଲ 32:6 · ଓଡ଼ିଆ ବାଇବେଲ

ଏବଂ ତୁମ୍ଭର ରକ୍ତକୁ ପର୍ବତଗୁଡ଼ିକ ଉପ ରେ ଢ଼ାଳ। ତାହା ପୃଥିବୀର ଭୂମି ଶୋଷଣ କରବ ଓ ସିକ୍ତ ହବେ। ଆଉ ସମଗ୍ର ଜଳାଧାର ତୁମ୍ଭ ରକ୍ତ ରେ ପରିପୂର୍ଣ୍ଣ ହବେ।

Cross references

ଯାତ୍ରା ପୁସ୍ତକ 7:17

ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥି ରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀ ରେ ଜଳକୁ ମାରେଆଶାବାଡି ରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତେ ରକ୍ତ ପ୍ରବାହିତ ହବେ।

ଯିଶାଇୟ 34:3

ସହେି ନିହତ ଲୋକମାନେ ବାହା ରେ ନିକ୍ଷିପ୍ତ ହବେେ। ସମାନଙ୍କେ ଶବ ଦୁର୍ଗନ୍ଧ ଦବେ ଓ ସମାନଙ୍କେର ରକ୍ତ ପର୍ବତଗୁଡ଼ିକରେ ବୋହି ୟିବ।

ଯିଶାଇୟ 34:7

ତେଣୁ ମଷେ, ବନ୍ଯ ଗୋରୁ, ବୃଷଭ ଏବଂ ୟୁବା ବୃଷଭ ଆସିବେ। ସମାନଙ୍କେ ରକ୍ତ ରେ ପରିପୂର୍ଣ୍ଣ ହବେ ଓ ସମାନଙ୍କେ ଚର୍ବି ରେ ଭୂମି ଆଚ୍ଛାଦିତ ହବେ।

ଯିହିଜିକଲ 35:8

ମୁଁ ନିହତ ଲୋକମାନଙ୍କ ଶବ ରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:20

ନଗର ବାହା ରେ ଦ୍ରାକ୍ଷା ଫଳ ସବୁ ସହେି ଦ୍ରାକ୍ଷାପଷୋ କୁଣ୍ଡ ରେ ଚିପୁଡ଼ା ହେଲା। ସହେି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ୟ୍ଯନ୍ତ ଉପରକୁ ଉଠି 300 କି ଲୋମିଟର ପର୍ୟ୍ଯନ୍ତ ରକ୍ତ ଷୋର୍ତ ହାଇେ ବହିବା ରେ ଲାଗିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:6

ଲୋକମାନେ ଯେ ହତେୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ଯଦ୍ ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସମାନଙ୍କେୁ ରକ୍ତପାତ କରିବାକୁ ଦଇେଛ। ସମାନେେ ଏହା ହିଁ ପାଇବାକୁ ଯୋଗ୍ଯ।

Interlinear

Choose Theme