Home Bibles ☰ Books ଯିହିଜିକଲ 32:5 · ଓଡ଼ିଆ ବାଇବେଲ
ଯିହିଜିକଲ 32:5 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପ ରେ ପକାଇବି ଓ ତୁମ୍ଭର ମୃତ ଶବ ରେ ଉପତ୍ୟକାସବୁ ପୂର୍ଣ୍ଣ କରିବି।

Cross references

ଯିହିଜିକଲ 31:12

ପୁଣି ଜାତିମାନଙ୍କ ମଧିଅରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ୟାଇଛନ୍ତି। ପର୍ବତମାନଙ୍କ ଉପ ରେ ଓ ସମସ୍ତ ଉପତ୍ୟକା ରେ ତାହାର ଶାଖାସବୁ ପଡ଼ିଅଛି। ଆଉ ଦେଶର ସବୁ ଜଳ ପ୍ରବାହ ନିକଟରେ ତାହାର ଡ଼ାଳସବୁ ଭଙ୍ଗା ୟାଇଛି। ତେଣୁ ପୃଥିବୀସ୍ଥ ୟାବତୀଯ ଜାତି ତାହାର ଛାଯା ତଳୁ ଚାଲିୟାଇଛନ୍ତି ଓ ତାକୁ ପରିତ୍ଯାଗ କରିଛନ୍ତି।

ଯିହିଜିକଲ 35:8

ମୁଁ ନିହତ ଲୋକମାନଙ୍କ ଶବ ରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହବେ।

Interlinear

Choose Theme