ଏବଂ ମଷେକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସମାନଙ୍କେର ଚତୁର୍ଦ୍ଦିଗ ରେ ସମାନଙ୍କେର କବରସବୁ ଅଛି। ସମାନେେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ୍ଗ ରେ ହତ ହେଲେ। କାରଣ ସମାନେେ ଜୀବିତ ଥିବା ସମୟରେ ଦେଶ ରେ ଲୋକମାନଙ୍କୁ ଭୟ ଦଖାଇେ ଥିଲେ।
Cross references
ଯଫେତ୍ଙ୍କର ପୁତ୍ରମାନେ ହେଲ, ଗୋମର, ମାଗୋଗ୍, ମାଦଯ, ତୁବଲ, ୟବନ, ମେଶକ ଓ ତିରସ।
ଏବଂ ନୀନିବୀ ଓ କଲହରେ ମଧ୍ଯସ୍ଥିତ ରଷେନ ନଗର ସ୍ଥାପଲ କଲା। ( ରଷେନ ଏକ ପ୍ରଧାନ ନଗର ଥିଲା)।
ଯଫେତ୍ଙ୍କର ପୁତ୍ରମାନେ ଥିଲେ : ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।
ଗ୍ରୀକ୍, ତୁର୍କ ଓ ମଷେକର ଲୋକମାନେ ବ୍ଯବସାଯୀ ଥିଲେ। ସମାନେେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳ ରେ ବ୍ଯବସାଯ କଲେ।
ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।
ଯେଉଁମାନେ ଜୀବିତାବସ୍ଥା ରେ ଭୟ ଜନ୍ମାଉଥିଲେ ସମାନେେ ସମସ୍ତେ ଖଡ୍ଗ ରେ ନିହତ ହାଇେ ପତିତ ହାଇେଅଛନ୍ତି।
ଅସୁନ୍ନତ ବୀରମାନଙ୍କ ସହିତ ସମାନେେ କ'ଣ ୟୁଦ୍ଧ ଭୂମିରେ ପତିତ ହାଇେ ନାହାଁନ୍ତି, ଯେଉଁମାନେ ସମାନଙ୍କେର ଖଡ୍ଗକୁ ତକିଆ ଭିତ ରେ ରଖି ପାତାଳକୁ ୟାଇଛନ୍ତି ? ସମାନଙ୍କେର ପାପ ସମାନଙ୍କେର ଅସ୍ଥି ଉପ ରେ ଅଛି। ଯେ ହତେୁ ସମାନେେ ଜୀବିତ ଥିବା ବେଳେ ଆତଙ୍କ ଖଳୋଇଛନ୍ତି।
ଯେତବେେଳେ ଫାରୋ ଜୀବିତ ଥିଲେ, ମୁଁ ତାକୁ ଭୟ କରିବା ପାଇଁ ଲୋକମାନଙ୍କୁ ତିଆରି କଲି। କିନ୍ତୁ ବର୍ତ୍ତମାନ ସେ ଓ ତା'ର ଲୋକମାନଙ୍କୁ ସମସ୍ତ ଅସୁନ୍ନତ ଲୋକ ଓ ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ରଖାୟିବ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ମାଗଗେ ଦେଶୀଯ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ,
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ରୋଶ, ମେଶକ ଓ ତୁବଲର ମୁଖ୍ଯ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଛି।