ଯିହିଜିକଲ 32:17 · ଓଡ଼ିଆ ବାଇବେଲ
ଦ୍ବାଦଶ ବର୍ଷର, ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
Cross references
ଯିହିଜିକଲ 1:2
କବାର ନଦୀ କୂଳ ରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖାଲିଗେଲା ଏବଂ ତିରିଶତମ
ଯିହିଜିକଲ 31:1
ଅନନ୍ତର ଏକାଦଶ ବର୍ଷର ତୃତୀୟ ମାସ ଜୁନର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ଯିହିଜିକଲ 32:1
ଅନନ୍ତର ଦ୍ବାଦଶ ବର୍ଷର ଦ୍ବାଦଶ ମାସର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ଯିହିଜିକଲ 33:21
ଅନନ୍ତର ଆମ୍ଭମାନଙ୍କ ନିର୍ବାସ ରେ ଦ୍ବାଦସ ବର୍ଷର ଦଶମ ମାସର ପଞ୍ଚମ ଦିନ ରେ ୟିରୁଶାଲମରୁ ଜଣେ ପଳାତକ ମାେ ନିକଟକୁ ଆସି କହିଲା, ନଗର ପରାଜିତ ହାଇେଅଛି।