Home Bibles ☰ Books ଯିହିଜିକଲ 32:15 · ଓଡ଼ିଆ ବାଇବେଲ
ଯିହିଜିକଲ 32:15 · ଓଡ଼ିଆ ବାଇବେଲ

ମୁଁ ମିଶର ଦେଶକୁ ଧ୍ବଂସ କରି ଶୂନ୍ଯସ୍ଥାନ ରେ ପରିଣତ କରିବି। ଯେଉଁଥି ରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହା ହେଲେ ମୁଁ ଯେ ସ୍ବଯଂ ସଦାପ୍ରଭୁ, ତାହା ସମାନେେ ଜାଣିବେ।

Cross references

ଯାତ୍ରା ପୁସ୍ତକ 7:5

ତା ହେଲେ ମିଶରର ଲୋକମାନେ ଜାଣିବାକୁ ପାଇବେ ଯେ, ମୁଁ ହେଉଛି ସଦାପ୍ରଭୁ। ସମାନଙ୍କେ ବିରୁଦ୍ଧ ରେ ଯେତବେେଳେ ମୁଁ ହସ୍ତ ପ୍ରସାରଣ କରିବି ଏବଂ ସମାନଙ୍କେ ମଧ୍ଯରୁ ଇଶ୍ରାୟେଲୀୟ ଲୋକମାନଙ୍କୁ ବାହାର କରି ଆଣିବି।

ଯାତ୍ରା ପୁସ୍ତକ 14:4

ମୁଁ ଫାରୋଙ୍କୁ ପୁଣି ଜିଦ୍ଖୋର କରିବି ଏବଂ ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ଯମାନଙ୍କୁ ପରାସ୍ତ କରିବି। ଏହା ମାରେ ସମ୍ମାନ ବଢାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ। ସମାନେେ ତାଙ୍କ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।

ଯାତ୍ରା ପୁସ୍ତକ 14:18

ଏହାପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ବର। ସମାନେେ ମାେତେ ସମ୍ମାନ କରିବେ ଯେତବେେଳେ ମୁଁ ଫାରୋ ଏବଂ ତା'ର ରଥା ରୋହୀମାନଙ୍କୁ ଏବଂ ଅଶ୍ବାରୋହୀ ସୈନ୍ଯମାନଙ୍କୁ ପରାସ୍ତ କରିବି।

ଗୀତସଂହିତା 9:16

ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

ଗୀତସଂହିତା 24:1

ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।

ଗୀତସଂହିତା 83:17

ହେ ପରମେଶ୍ବର ସମାନଙ୍କେୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର। ସମାନଙ୍କେୁ ଅପମାନିତ କର ଓ ବିନାଶ କର।

ଗୀତସଂହିତା 107:33

ପରମେଶ୍ବର ନଦନଦୀକୁ ମରୁଭୂମିରେ ପରିଣତ କରିପାରିବେ ଏବଂ ଝରଣାର ଜଳ ସୋର୍ତକୁ ବନ୍ଦ କରିପାରନ୍ତି।

ଯିହିଜିକଲ 6:7

ତୁମ୍ଭମାନଙ୍କର ଲୋକମାନେ ନିହତ ହବେ, ତାହା ହେଲେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।'

ଯିହିଜିକଲ 29:12

ଚାଳିଶ ବର୍ଷ ପର୍ୟ୍ଯନ୍ତ ମୁଁ ମିଶରକୁ ଅନ୍ଯାନ୍ଯ ଜନଶୂନ୍ଯ ଦେଶମାନଙ୍କ ମଧିଅରେ ଏକ ଜନଶୂନ୍ଯ ରାଷ୍ଟ୍ର କରି ଦବେି ଏବଂ ଏହାର ନଗରଗୁଡ଼ିକରେ ଅନ୍ଯାନ୍ଯ ଭଗ୍ନ ନଗର ପରି ଭଗ୍ନାବଶଷେ ରହିୟିବ। ମୁଁ ମିଶରୀଯମାନଙ୍କୁ ନାନା ଦେଶୀଯମାନଙ୍କ ମଧିଅରେ ଛିନ୍ନଭିନ୍ନ କରିବି ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି।

ଯିହିଜିକଲ 29:19

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ, ମୁଁ ବାବିଲର ରାଜା ନବୂଖଦନିତ୍ସରକୁ ମିଶର ଦେଶ ଦବେି। ସେ ତା'ର ଲୋକମାନଙ୍କୁ ଓ ତାହାର ମୂଲ୍ଯବାନ ଦ୍ରବ୍ଯସବୁ ଲୁଟି ନଇେଯିବେ। ଆଉ ତାହାର ସମ୍ପତ୍ତି ଅପହରଣ କରିବ ଏବଂ ତାହାର ସୈନ୍ଯସାମନ୍ତଙ୍କ ବତନେ ନବେ।

ଯିହିଜିକଲ 30:26

ଏବଂ ମୁଁ ମିଶରୀଯମାନଙ୍କୁ ନାନା ଜାତିଗଣ ମଧିଅରେ ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

Interlinear

Choose Theme