Home Bibles ☰ Books ଯିହିଜିକଲ 30:25 · ଓଡ଼ିଆ ବାଇବେଲ
ଯିହିଜିକଲ 30:25 · ଓଡ଼ିଆ ବାଇବେଲ

ମୁଁ ବାବିଲ ରାଜାର ବାହୁସବୁ ସବଳ କରିବି ଓ ଫାରୋ ରାଜାର ବାହୁସବୁ ପତନ ଘଟାଇବ।

Cross references

ଗୀତସଂହିତା 9:16

ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

ଯିହିଜିକଲ 29:16

ପୁଣି କବେେ ହେଲେ ଇଶ୍ରାୟେଲ ମିଶର ଉପ ରେ ଭରସା କରିବ ନାହିଁ, ଅପରନ୍ତୁ ଏହା ସମାନଙ୍କେର ଦୋଷ ମନେ ପକାଇ ଦବେ, ଯେତବେେଳେ ସମାନେେ ସମାନଙ୍କେର ସାହାୟ୍ଯ ପାଇଁ ମିଶର ଆଡ଼କୁ ବୁଲିବେ, ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଓ ପ୍ରଭୁ ଅଟେ।

ଯିହିଜିକଲ 29:21

ସଦେିନ ମୁଁ ଇଶ୍ରାୟେଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବି। ତା'ପ ରେ ମୁଁ ସମାନଙ୍କେ ମଧିଅରେ ତୁମ୍ଭର ମୁଖ ମୁକ୍ତ କରିବି। ତେଣୁ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।

ଯିହିଜିକଲ 30:19

ଏହିରୂପେ ମୁଁ ମିଶର ରେ ଦଣ୍ଡାଜ୍ଞା ସଫଳ କରିବି। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।'

ଯିହିଜିକଲ 30:26

ଏବଂ ମୁଁ ମିଶରୀଯମାନଙ୍କୁ ନାନା ଜାତିଗଣ ମଧିଅରେ ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

ଯିହିଜିକଲ 32:15

ମୁଁ ମିଶର ଦେଶକୁ ଧ୍ବଂସ କରି ଶୂନ୍ଯସ୍ଥାନ ରେ ପରିଣତ କରିବି। ଯେଉଁଥି ରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହା ହେଲେ ମୁଁ ଯେ ସ୍ବଯଂ ସଦାପ୍ରଭୁ, ତାହା ସମାନେେ ଜାଣିବେ।

ଯିହିଜିକଲ 38:16

ତୁମ୍ଭେ ଇଶ୍ରାୟେଲ ବିରୁଦ୍ଧ ରେ ମାରେ ଲୋକ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ଯ ଆଚ୍ଛାଦନ କରିବ। ସହେି ଭବିଷ୍ଯତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମାେ ଦେଶ ବିରୁଦ୍ଧ ରେ ଆଣିବି, ଯାହା ଫଳ ରେ ଦେଶଗୁଡ଼ିକ ମାେତେ ଜାଣି ପାରିବେ। ଯେତବେେଳେ ମାରେ ପବିତ୍ରତା ତୁମ୍ଭ ମାଧ୍ଯମ ରେ ସମାନଙ୍କେୁ ଉପସ୍ଥିତି ରେ ଦଖାଇବେି।'

ଯିହିଜିକଲ 38:23

ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।

ଯିହିଜିକଲ 39:21

ପରମେଶ୍ବର କହିଲେ, ଜାତିମାନଙ୍କ ମଧିଅରେ ମାରେ ମହିମା ସ୍ଥାପନ କରିବି। ସମାନେେ ସହେି ଦଣ୍ଡ ଦେଖିବେ ଯାହା ମୁଁ ମାରହେସ୍ତ ଉଠାଇ ପ୍ରଯୋଗ କରିଅଛି।

Interlinear

Choose Theme