ଏବଂ ତୁମ୍ଭମାନେେ ତୁମ୍ଭର ମସ୍ତକରେ ଶିରୋଭୂଷଣ ଆଚ୍ଛାଦନ କରିବ ୟୋତା ପିନ୍ଧିବ। ତୁମ୍ଭମାନେେ ତୁମ୍ଭର ଶାେକ ପ୍ରକାଶ କରିବ ନାହିଁ, କ୍ରନ୍ଦନ କରିବ ନାହିଁ। କିନ୍ତୁ ତୁମ୍ଭମାନେେ ନିଜ ନିଜ ପାପ ଯୋଗୁଁ କ୍ଷଯ ହାଇଯେିବ। ଜଣେ ଅନ୍ୟ ନିକଟରେ ନୀରବ ରେ ବିଳାପ କରିବ।
Cross references
ପୁଣି ତୁମ୍ଭମାନଙ୍କ ମଧିଅରେ ଯେଉଁମାନେ ଅବଶିଷ୍ଟ ରହିବେ, ସମାନେେ ଦୁଃଖ ଭୋଗିବେ ଏବଂ ଶତୃର ଦେଶରୁ ଉଚ୍ଛଦେ ହବେେ ନିଜ ଅପରାଧ ଯୋଗୁଁ ଓ ଆପଣା ପୂର୍ବପୁରୁଷ ମାନଙ୍କର ଅପରାଧ ହତେୁ ସମାନେେ କଷ୍ଟ ଭୋଗ କରିବନୋହିଁା
ତା'ର ସମସ୍ତ ପିଲାମାନେ ମରିବେ ଏବଂ ତା'ର ବିଧବାମାନେ ଦୁଃଖ କରିବେ ନାହିଁ।
ୟାଜକଗଣ ହତ୍ଯା ହେଲେ। କିନ୍ତୁ ବିଧବାମାନେ ସମାନଙ୍କେ ପାଇଁ ବିଳାପ କରିବାକୁ ସୁଯୋଗ ଦେଲେ ନାହିଁ।
ଆମ୍ଭମାନେେ ନ୍ଯାଯ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶଯ ବିଳାପ କରୁ। ଆମ୍ଭମାନେେ ନ୍ଯାଯକୁ ଅପେକ୍ଷା କରୁଁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂ ରଇେ ଥାଏ।
ଅନ୍ନ ଓ ଜଳର ଅଭାବ କାରଣରୁ, ସମାନେେ ପରସ୍ପରକୁ ଦେଖି ଆତଙ୍କିତ ହାଇଯେିବେ ଏବଂ ସମାନଙ୍କେର ପାପ ଯୋଗୁଁ କ୍ଷୀଣ ହାଇଯେିବେ।
ଆଉ ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନେେ ଏ ପ୍ରକାର କହୁଅଛ, 'ଆମ୍ଭମାନଙ୍କର ବ୍ଯବସ୍ଥା ଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପ ରେ ଅଛି ଓ ଆମ୍ଭମାନେେ ସେଥି ରେ ହିଁ କ୍ଷଯ ପାଉଅଛୁ, କିନ୍ତୁ ବର୍ତ୍ତମାନ ମୁଁ କିପରି ରକ୍ଷା ପାଇବି ?'