Home Bibles ଯିହିଜିକଲ 23:30 · ଓଡ଼ିଆ ବାଇବେଲ
ଯିହିଜିକଲ 23:30 · ଓଡ଼ିଆ ବାଇବେଲ

ତୁମ୍ଭେ ଅନ୍ୟ ଦେଶୀଯମାନଙ୍କର ଅନୁଗାମିନୀ ହାଇେ ବେଶ୍ଯାବୃତ୍ତି କରିଅଛ ଓ ସମାନଙ୍କେର ପ୍ରତିମାଗଣ ଦ୍ବାରା ନିଜକୁ ଅଶୁଚି କରିଅଛ। ଏଥିପାଇଁ ତୁମ୍ଭ ପ୍ରତି ଏସବୁ କରାୟିବ।

Cross references

ଗୀତସଂହିତା 106:35

ସମାନେେ ଅନ୍ୟଦେଶୀଯଙ୍କ ସଙ୍ଗେ ମିଶିଲେ ଏବଂ ସମାନଙ୍କେ କ୍ରିଯାସକଳ କଲେ।

ଯିରିମିୟ 2:18

ଆଉ ଏବେ ଶୀହାରରେ ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ ?

ଯିରିମିୟ 2:19

ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।

ଯିରିମିୟ 16:11

ତୁମ୍ଭେ ସମାନଙ୍କେୁ ଉତ୍ତର ରେ କହିବ, ସଦାପ୍ରଭୁ କହନ୍ତି, 'ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ଯାଗ କରିଅଛନ୍ତି।' ପୁଣି 'ଅନ୍ୟ ଦବେତାମାନଙ୍କର ପଶ୍ଚାତଗମନ କରି ସମାନଙ୍କେର ସବୋ କରିଅଛନ୍ତି ଓ ସମାନଙ୍କେର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ଯାଗ କରି ଆମ୍ଭର ବ୍ଯବସ୍ଥା ପାଳନ କରିନାହାଁନ୍ତି।

ଯିରିମିୟ 22:8

ଆଉ ଦେଶୀଯମାନେ ଏହି ନଗର ଦଇେ ଗଲା ବେଳେ ପ୍ରେତ୍ୟକକ ଆପଣା ଆପଣା ସଙ୍ଗୀକି ପଚାରିବେ, 'ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ୟିରୁଶାଲମ ନଗରକୁ ଏପରି କଲେ ?

ଯିହିଜିକଲ 6:9

ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀଯମାନଙ୍କୁ ବନ୍ଦୀରୂପେ ନିଆୟିବ, ସମାନେେ ମାେତେ ମନେ ରଖିବେ ଏବଂ ଆମ୍ଭେ ସମାନଙ୍କେର ବ୍ଯଭିଚାରୀ ହୃଦଯକୁ କିପରି ଦୁଃଖ ରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂ ରଇେ ଗଲା ଏବଂ ସମାନଙ୍କେର ବ୍ଯଭିଚାରୀ ଆଖି ଯାହା ସମାନଙ୍କେର ମୂର୍ତ୍ତିସବୁକୁ ଅନୁସରଣ କଲା। ସମାନେେ ନିଜେ କରିଥିବା କୁକର୍ମ ପାଇଁ ଓ ସମାନଙ୍କେର ଘୃଣ୍ଯ ବ୍ଯବହାର ପାଇଁ ନିଜକୁ ଘୃଣା କରିବେ।

ଯିହିଜିକଲ 23:7

ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗ ରେ ବ୍ଯଭିଚାର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ ରମେ ରେ ଆସକ୍ତା ଥିଲା। ସେ ତା'ର ପ୍ରତିମାଗଣ ଦ୍ବାରା ଆପଣାକୁ ଅପବିତ୍ର କଲା।

ଯିହିଜିକଲ 23:12

ସେ ମଧ୍ଯ ସହେି ଅଶୂରୀଯ ଦଶାେଧ୍ଯକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲାା ସମାନେେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ୟୁବକ ଓ ଅଶ୍ବାରୋହୀ ଥିଲେ।

Interlinear

Choose Theme