Home Bibles ☰ Books ଯିହିଜିକଲ 23:29 · ଓଡ଼ିଆ ବାଇବେଲ
ଯିହିଜିକଲ 23:29 · ଓଡ଼ିଆ ବାଇବେଲ

ଆଉ ସମାନେେ ତୁମ୍ଭକୁ ଘୃଣ୍ଯ ଭାବରେ ବ୍ଯବହାର କରିବେ ଓ ତୁମ୍ଭର ସମସ୍ତ ପରିଶ୍ରମର ଫଳ ହରଣ କରିବେ। ପୁଣି ତୁମ୍ଭକୁ ଉଲଗ୍ନା ଓ ବିବସନା କରି ଛାଡ଼ି ଦବେେ। ତଦ୍ଦ୍ବାରା ତୁମ୍ଭର ବ୍ଯଭିଚାର ଜନିତ ଉଲଗ୍ନତା, ତୁମ୍ଭର ଲମ୍ଫଟତା ଓ ତୁମ୍ଭର ବେଶ୍ଯାବୃତ୍ତି ପ୍ରକାଶ ପାଇବ।

Cross references

ଦିତୀୟ ବିବରଣ 28:47

କାରଣ ତୁମ୍ଭେ ସର୍ବପ୍ରକାର ସଐତ୍ତି ବହକ୍ସ୍ଟଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ସବୋ କଲ ନାହିଁ।

ଦିତୀୟ ଶାମୁୟେଲ 13:15

ତା'ପରେ ଅମ୍ମାନେ ତାକକ୍ସ୍ଟ ଅତି ଘୃଣା କଲା, ସେ ତାକକ୍ସ୍ଟ ଯେପରି ପ୍ ରମେ କରିଥିଲା, ତା' ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ ନୋନ ତାହାକକ୍ସ୍ଟ କହିଲା, ଉଠ ଏଠାରକ୍ସ୍ଟ ଗ୍ଭଲିୟାଅ।

ଯିରିମିୟଙ୍କ ବିଳାପ 1:8

ୟିରୁଶାଲମ ଅତିଶଯ ପାପ କରିଅଛି, ଏଣୁ ସେ ନଗର ଧ୍ବଂସପ୍ରାପ୍ତ ହାଇେଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସମାନେେ ତାକୁ ଘୃଣା କରୁଛନ୍ତି। କାରଣ ସମାନେେ ତାକୁ ଗାଳି ଦିଅନ୍ତି। ୟିରୁଶାଲମ ଦୀର୍ଘ ନିଃଶ୍ବାସ ଛାଡ଼ୁଅଛି ଓ ପଛକୁ ମୁଖ ଫରୋଉଛି।

ଯିହିଜିକଲ 16:36

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭର ପ୍ ରମେିକଗଣ ସଙ୍ଗେ ବ୍ଯଭିଚାର ହତେୁ ତୁମ୍ଭର ଉଲଗ୍ନତା ଅନାବୃତ ହାଇେଅଛି। ତୁମ୍ଭେ ତୁମ୍ଭର ଘୃଣ୍ଯ ମୂର୍ତ୍ତିମାନଙ୍କୁ ଆପଣା ସନ୍ତାନଗଣର ରକ୍ତ ଦଇେଅଛି।

ଯିହିଜିକଲ 16:39

ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ ରମେିକମାନଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନେେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସମାନେେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସମାନେେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦବେେ।

ଯିହିଜିକଲ 23:18

ଏହିରୂପେ ସେ ନିଜର ବେଶ୍ଯାବୃତ୍ତି ପ୍ରକାଶ କଲା ଓ ନିଜର ଉଲଗ୍ନତା ଅନାବୃତ କଲା। ଏବଂ ମୁଁ ତା'ର ଭଗିନୀଠାରୁ ବିମୁଖ ହେଲା ପରି ତା'ଠାରୁ ମଧ୍ଯ ବିମୁଖ ହଲିେ।

ଯିହିଜିକଲ 23:25

ଏବଂ ମୁଁ ତୁମ୍ଭ ବିରୁଦ୍ଧ ରେ ମାରେ ହିଂସାର ଶକ୍ତି ପ୍ରକାଶ କରିବି। ତେଣୁ ସମାନେ କୋପ ରେ ତୁମ୍ଭକୁ ଆଘାତ କରିବେ। ସମାନେେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ଖଡ୍ଗ ରେ ତୁମ୍ଭକୁ ହତ୍ଯା କରିବେ। ତୁମ୍ଭର ଅବଶିଷ୍ଟ ଲୋକ ମଧ୍ଯ ଖଡ୍ଗ ରେ ପତିତ ହବେେ। ସମାନେେ ତୁମ୍ଭର ପୁତ୍ରକନ୍ଯାଗଣକୁ ନଇେଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକ ଅଗ୍ନି ରେ ଗ୍ରାସିତ ହବେେ।

ଯିହିଜିକଲ 23:45

କିନ୍ତୁ ଧାର୍ମିକମାନେ ବ୍ଯଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସା ରେ ସମାନଙ୍କେର ବିଚାର କରିବେ। ଏହି କାରଣ ୟୋଗୁ ସମାନେେ ବ୍ଯଭିଚାରିଣୀ ଓ ନରହତ୍ଯାର ରକ୍ତ ସମାନଙ୍କେ ହସ୍ତ ରେ ଅଛି।

Interlinear

Choose Theme