Home Bibles ☰ Books ଯିହିଜିକଲ 23:11 · ଓଡ଼ିଆ ବାଇବେଲ
ଯିହିଜିକଲ 23:11 · ଓଡ଼ିଆ ବାଇବେଲ

ଆଉ ତା'ର ଭଗିନୀ ଏସବୁ ଦେଖି ମଧ୍ଯ ବେଶ୍ଯାବୃତ୍ତି ରେ ଓ ପ୍ ରମାେଶକ୍ତି ରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା। ତା'ର ଭଗିନୀର ବ୍ଯଭିଚାରିତାଠାରୁ ସେ ଅଧିକ ବ୍ଯଭିଚାରିଣୀ ହେଲା।

Cross references

ଦିତୀୟ ବଂଶାବଳୀ 21:11

ଯିହାରୋମ୍ ଯିହୁଦାର ପର୍ବତମାନଙ୍କ ରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହାରୋମ୍ ୟିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗଇେ ନେଲେ।

ଯିରିମିୟ 3:6

ଯିହୁଦା ରେ ଯୋଶିୟଯ ରାଜାଙ୍କ ଶାସନ କାଳ ରେ, ସଦାପ୍ରଭୁ ମାେତେ କହିଲେ, ବିପଥଗାମିନୀ ଇଶ୍ରାୟେଲ ଯାହା କରିଅଛ, ତାହା କ'ଣ ତୁମ୍ଭେ ଦେଖିଅଛ ? ସେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ୟାଇ ବ୍ଯଭିଚାର କରିଅଛି।

ଯିରିମିୟ 3:8

ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।

ଯିରିମିୟ 3:11

ଆଉ ସଦାପ୍ରଭୁ ମାେତେ କହିଲେ, ବିପଥଗାମିନୀ ଇଶ୍ରାୟେଲ ବିଶ୍ବାସଘାତିନୀ ଯିହୁଦା ଅପେକ୍ଷା ନିଜକୁ ଅଧିକ ଧାର୍ମିକା ଦଖାଇେଅଛି।

ଯିହିଜିକଲ 16:47

ତୁମ୍ଭେ କବଳେ ସମାନଙ୍କେର ଘୃଣ୍ଯ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଭ୍ରଷ୍ଟାଚାର କରିଛ।

ଯିହିଜିକଲ 23:4

ଜ୍ଯଷ୍ଠୋର ନାମ ଅହଲା ଓ ତା'ର ଭଗିନୀର ନାମ ଅହଲୀବା ଥିଲା। ସମାନେେ ମାରେ ପତ୍ନ ହେଲେ ଓ ପୁତ୍ର କନ୍ଯା ପ୍ରସବ କଲେ। ବଡ ଭଉଣୀ ଅହଲା ଶମରିଯା ଅଟେ ଓ ସାନ ଭଉଣୀ ଅହଲୀବା ୟିରୁଶାଲମ ଅଟେ।

Interlinear

Choose Theme