Home Bibles ଗଣନା ପୁସ୍ତକ 18:1 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 18:1 · ଓଡ଼ିଆ ବାଇବେଲ

ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ରସ୍ଥାନ ପାଇଁ ଦାଯୀ ରହିବ। ପୁଣି ଯାଜକତ୍ବର କର୍ତ୍ତବ୍ଯ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାଯୀ ରହିବେ।

Cross references

ଯାତ୍ରା ପୁସ୍ତକ 28:38

ଏହା ହାରୋଣର କପାଳ ଉପରେ ରହିବ। ଇଶ୍ରାୟେଲୀୟମାନେ ଉତ୍ସର୍ଗ କରୁଥିବା ପବିତ୍ର ଉପହାର ପାଇଁ ହାରୋଣ ଦାଯୀ ହବେ। ଏହା ସର୍ବଦା ତା'ର କପାଳ ରେ ରହିବ, ଯାହା ଫଳ ରେ ସହେି ଉପହାରଟି ସଦାପ୍ରଭୁଙ୍କର ଗ୍ରହଣୀଯ ହବେ।

ଲେବୀୟ ପୁସ୍ତକ 22:9

ଏଣୁ ସମାନେେ ମାରେ ନିଯମ ଯତ୍ନ ସହକା ରେ ରକ୍ଷା କରିବା ଉଚିତ୍। ଯଦି ସମାନେେ ତାହା ନକରନ୍ତି, ତବେେ ସେଥି ସକାେଶ ସମାନେେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହବୋକୁ ମୁଁ ବାଛିଛି।

ଗଣନା ପୁସ୍ତକ 14:34

ଗୋଟିଏ ବର୍ଷ ଗୋଟିଏ ଦିନ ହିସାବ ରେ ତୁମ୍ଭମାନେେ ଚାଳିଶ ବର୍ଷ ସହେି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତଣେେ ବୁଲିବ, ତା'ପରେ ମାରେ କୋରଧ ତୁମ୍ଭେ ଜାଣିବ।

ଗଣନା ପୁସ୍ତକ 17:3

ପୁଣି ତୁମ୍ଭେ ଲବେୀର ଆଶାବାଡି ରେ ହାରୋଣର ନାମ ଲେଖିବ। କାରଣ ସମାନଙ୍କେ ପ୍ରେତ୍ୟକକ ପିତୃଗୃହର ଅଧ୍ଯକ୍ଷ ନିମନ୍ତେ ଏକ ଆଶାବାଡି ହବେ।

ଗଣନା ପୁସ୍ତକ 17:7

ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖର ନିଯମ ତମ୍ବୁ ରେ ସମସ୍ତ ସହୟୋଗୀମାନଙ୍କୁ ରଖିଲେ।

ଗଣନା ପୁସ୍ତକ 17:13

ଯେ କହେି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ'ଣ ସତ୍ଯ ଆମ୍ଭେ ସମସ୍ତେ ପ୍ରାଣ ଛାଡି ବିନଷ୍ଟ ହବୋ?

ଗଣନା ପୁସ୍ତକ 18:22

ମାତ୍ର ଇଶ୍ରାୟେଲର ଅନ୍ୟମାନେ ସମାଗମ ତମ୍ବୁ ନିକଟକୁ ଆସିବେ ନାହିଁ। ସମାନେେ ଆସିଲେ ମରିବେ।

ଯିଶାଇୟ 53:6

ମାତ୍ର ଆମ୍ଭମାନେେ ସମସ୍ତେ ମଷେପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପଥରେ ୟାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡ ରେ ନଇେ ୟାଇଛନ୍ତି।

ଯିଶାଇୟ 53:11

ଭୟଙ୍କର ୟାତନା ପ ରେ ମଧ୍ଯ ସେ ତୃପ୍ତ ହବେେ। ସେ ନିଜର ଜ୍ଞାନ ବଳ ରେ ପରିତୃପ୍ତ ହବେେ। ନିଜର ଧାର୍ମିକ ଦାସ ଅନକଙ୍କେୁ ଧାର୍ମିକ କରିବେ ଓ ସେ ସମାନଙ୍କେର ଅପରାଧ ବହନ କରିବେ।

ଯିହିଜିକଲ 3:18

ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:26

ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ ଦୋଷ ଅଟେ।

ଏବ୍ରୀ 4:15

ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।

ଏବ୍ରୀ 13:17

ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସମାନଙ୍କେର ଅଧୀନ ରେ ରୁହ। ସମାନେେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାଯୀ। ଅତଏବ, ସମାନେେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥାଆନ୍ତି। ସମାନଙ୍କେର ଆଜ୍ଞାପାଳନ କର ଯେପରି ଏହି କାମଟି ସମାନେେ ଖୁସି ମନ ରେ କରିବେ, ଦୁଃଖ ରେ ନୁହେଁ। ସମାନଙ୍କେର କାମ କଠିନ ହେଲେ, ତା'ଦ୍ବାରା ତୁମ୍ଭମାନଙ୍କର କୌଣସି ଲାଭ ହବେ ନାହିଁ।

ପିତରଙ୍କ ପ୍ରଥମ ପତ୍ 2:24

ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

Interlinear

Choose Theme