Home Bibles ଯିହିଜିକଲ 16:45 · ଓଡ଼ିଆ ବାଇବେଲ
ଯିହିଜିକଲ 16:45 · ଓଡ଼ିଆ ବାଇବେଲ

ତୁମ୍ଭେ ପ୍ରକୃତ ରେ ତୁମ୍ଭ ମାତାର କନ୍ଯା। ସେ ଆପଣା ସ୍ବାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସମାନେେ ସମାନଙ୍କେର ସ୍ବାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବ ରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀଯା ଓ ତୁମ୍ଭ ପିତା ଜଣେ ଇ ମାରେୀଯ ଥିଲେ।

Cross references

ଦିତୀୟ ବିବରଣ 5:9

ତକ୍ସ୍ଟମ୍ଭମାନେ ସମାନଙ୍କେର ପୂଜା କରିବ ନାହିଁ, କି ସମାନଙ୍କେର ସବୋ କରିବ ନାହିଁ। ଯେ ହତେକ୍ସ୍ଟ ଆମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର ଅଟକ୍ସ୍ଟ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି, ଆମ୍ଭେ ସମାନଙ୍କେର ତୃତୀୟ ଓ ଚତକ୍ସ୍ଟର୍ଥ ପୁରୁଷ ପର୍ୟ୍ଯନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା।

ଦିତୀୟ ବିବରଣ 12:31

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁଙ୍କର ଉପାସନା ସପରେି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକକ୍ସ୍ଟ ସଦାପ୍ରଭୁ ଘୃଣା କରନ୍ତି। ସମାନେେ ଆପଣା ଦବେତାଗଣଙ୍କ ଉଦ୍ଦେଶ୍ଯ ରେ ଆପଣାର ସନ୍ତାନମାନଙ୍କୁ ଅଗ୍ନି ରେ ଦଗ୍ଧ କରନ୍ତି।

ଯିଶାଇୟ 1:4

ଇଶ୍ରାୟେଲ ଗୋଷ୍ଠୀ ପାପ ରେ ପରିପୂର୍ଣ୍ଣ। ସମାନେେ ଅଧର୍ମ ଓ ପାପ ରେ ଭାରାକ୍ରାନ୍ତ। ସମାନେେ ଏକ ଭ୍ରଷ୍ଟାଚାରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଛନ୍ତି। ସମାନେେ ଇଶ୍ରାୟେଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସମାନେେ ତାଙ୍କୁ ଜଣେ ଅଜଣାବ୍ଯକ୍ତି ପରି ବ୍ଯବହାର କରିଛନ୍ତି ଓ ଛାଡ଼ି ଚାଲିୟାଇଛନ୍ତି।

ଯିହିଜିକଲ 16:3

ଏବଂ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ୟିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀଯ ଦେଶ ଅଟେ। ତୁମ୍ଭର ପିତା ଇ ମାରେୀଯ ଓ ମାତା ଜଣେ ହିତ୍ତୀଯା ଥିଲେ।

ଯିହିଜିକଲ 16:8

ଏବଂ ମୁଁ ଯେତବେେଳେ ତୁମ୍ଭକୁ ଅନାଇଲି, ସେତବେେଳେ ଦେଖିଲି ତୁମ୍ଭେ ପ୍ ରମେ କରିବା ପାଇଁ ରାଜି ହାଇୟୋଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପ ରେ ମାରେ ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିଯମ ସ୍ଥିର କଲି ଏବଂ ତୁମ୍ଭେ ମାରେ ହେଲ।' ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି

ଯିହିଜିକଲ 16:15

କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।

ଯିହିଜିକଲ 16:20

ମାେ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସହେି ପୁତ୍ର କନ୍ଯାଗଣକୁ ବଧକରି ସମାନଙ୍କେୁ ଭଣ୍ଡ ଦବେତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ୟଥେଷ୍ଟ ବେଶ୍ଯାବୃତ୍ତି କଲ ନାହିଁ କି ?

ଯିହିଜିକଲ 23:2

ହେ ମନୁଷ୍ଯ ପୁତ୍ର, ସଠାେ ରେ ଏକ ମାତାର କନ୍ଯା ଦୁଇ ଭଉଣୀ ଥିଲେ।

ଯିହିଜିକଲ 23:37

କାରଣ ଏହି ଯେ ସମାନେେ ବ୍ଯଭିଚାର ରେ ସିଦ୍ଧ ହସ୍ତ ଥିଲେ। ସମାନେେ ମଧ୍ଯ ରକ୍ତ ପାତ କରିବା ରେ ଓ ଆପଣା ପ୍ରତିମାଗଣ ସହ ବ୍ଯଭିଚାର କରିଛନ୍ତି। ସମାନେେ ମାଠାରୁେ ଜାତ ସନ୍ତାନମାନଙ୍କୁ ସମାନଙ୍କେର ଦବେତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ।

ଯିଖରିୟ 11:8

ଆମ୍ଭେ ଏକମାସ ମଧିଅରେ ତିନିଜଣ ମଷେପାଳକଙ୍କୁ ଧ୍ବଂସ କଲୁ। ଆମ୍ଭେ ସମାନଙ୍କେ ଉପ ରେ ଅର୍ଧୈୟ୍ଯ ଥିଲୁ ଏବଂ ସମାନେେ ଆମ୍ଭକୁ ଘୃଣା କଲେ।

ରୋମୀୟଙ୍କ ପ୍ରତି ପତ୍ର 1:30

ସମାନେେ ପରଚର୍‍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆ ରକେ ବିରୁଦ୍ଧ ରେ ମନ୍ଦକଥା କୁହନ୍ତି। ସମାନେେ ପରମେଶ୍ବରଙ୍କୁ ଘୃଣା କରନ୍ତି। ସମାନେେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ। ସମାନେେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥାଆନ୍ତି।

Interlinear

Choose Theme