Home Bibles ଯିହିଜିକଲ 13:7 · ଓଡ଼ିଆ ବାଇବେଲ
ଯିହିଜିକଲ 13:7 · ଓଡ଼ିଆ ବାଇବେଲ

'ଏହା କ'ଣ ସତ୍ଯ ନୁହେଁ, ତାହା ତୁମ୍ଭେ ମିଥ୍ଯା ଦର୍ଶନ ଓ ତୁମ୍ଭର ଅଲୌକିକ ଶକ୍ତି, ଯାହା ପ୍ରଚାର କର, ତାହା ମିଥ୍ଯା ଅଟେ ? ଏବଂ ଏପରି ତୁମ୍ଭେ କହିଛ, ସଦାପ୍ରଭୁ ଏହା କହନ୍ତି, ଯେପରି ଆମ୍ଭେ ତୁମ୍ଭକୁ ପଠାଇ ନ ଥିଲୁ ?

Cross references

ନିହିମିୟା 6:12

ମାତ୍ର ମୁଁ ଜାଣିଲି ଶମଯିଯଙ୍କୁ ପରମେଶ୍ବର ପଠାଇ ନ ଥିଲେ। ତଥାପି ସେ ମାେ' ପ୍ରତି କୂଳ ରେ ଏହି ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲା। ଆଉ ଟୋବିୟ ଓ ସନ୍ବଲ୍ଲଟ କାହାକୁ ବତନେ ଦଇେଥିଲ।

ଯିହିଜିକଲ 13:2

ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ଯେଉଁମାନେ ସମାନଙ୍କେ ଇଚ୍ଛା ବିରୁଦ୍ଧ ରେ ଭବିଷ୍ଯତ ବାକ୍ଯ ପ୍ରଚାର କରନ୍ତି। ସମାନଙ୍କେୁ କୁହ, 'ସଦାପ୍ରଭୁଙ୍କର ବାକ୍ଯ ଶୁଣ।

ଯିହିଜିକଲ 13:6

ଏହି ଭଣ୍ଡ ଭବିଷ୍ଯଦବକ୍ତାଗଣ ମିଥ୍ଯା ଦର୍ଶନ ପାଆନ୍ତି ଓ ସମାନଙ୍କେର ଅଲୌକିକ ଶକ୍ତି ମିଥ୍ଯା ଅଟେ। ସମାନେେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସମାନଙ୍କେୁ ପଠାଇ ନ ଥିଲେ ଏବଂ ସମାନଙ୍କେ ବାକ୍ଯ ସତ୍ଯ ହବେ ବୋଲି ଲୋକମାନେ ଆଶା କରନ୍ତି।

ଯିଖରିୟ 10:2

କାରଣ ମୂର୍ତ୍ତିଗୁଡିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ଯ କହିଥିଲେ ଏବଂ ଭବିଷ୍ଯଦ୍ବକ୍ତାମାନେ ମିଥ୍ଯା ଦର୍ଶନ ଦେଖିଥିଲେ। ସମାନେେ ମୂଲ୍ଯହୀନ ସ୍ବପ୍ନ ଏବଂ ସମାନେେ ମିଥ୍ଯା ସାନ୍ତ୍ବନା ଦେଲେ। ସେଥିପାଇଁ ସମାନେେ ମଷେ ତୁଲ୍ଯ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସମାନଙ୍କେର କୌଣସି ମଷେପାଳକ ନାହାନ୍ତି।

ମାଥିଉଲିଖିତ ସୁସମାଚାର 24:23

ସହେି ସମୟରେ କେତକେ ଲୋକ ତୁମ୍ଭକୁ କହିପାରନ୍ତି ' ଦେଖ, ଖ୍ରୀଷ୍ଟ ଏଠା ରେ ଅଛନ୍ତି' କି 'ଖ୍ରୀଷ୍ଟ ସଠାେରେ ଅଛନ୍ତି।' କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।

Interlinear

Choose Theme