Home Bibles ଯିହିଜିକଲ 11:10 · ଓଡ଼ିଆ ବାଇବେଲ
ଯିହିଜିକଲ 11:10 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଖଡ୍ଗ ରେ ପତିତ ହବେ ; ଆମ୍ଭେ ଇଶ୍ରାୟେଲର ସୀମା ମଧିଅରେ ତୁମ୍ଭମାନଙ୍କର ବିଚାର କରିବା ; ତହିଁରେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।

Cross references

ଗଣନା ପୁସ୍ତକ 34:8

ହାରଠାରୁେ ଏହି ସୀମା ଆରମ୍ଭ ହାଇେ ହମାତ ପର୍ୟ୍ଯନ୍ତ ବିସ୍ତୃତ ହାଇେ ସଦାଦ୍ ନିକଟରେ ଶଷେ ହବେ।

ଯିହୋଶୂୟ 13:5

ତୁମ୍ଭେ ଏପର୍ୟ୍ଯନ୍ତ ଗିବଲିଯମାନଙ୍କ ଦେଶକକ୍ସ୍ଟ ପରାସ୍ତ କରି ନାହିଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବାଲଗାଦ୍ଠାରକ୍ସ୍ଟ ହମାତ ରେ ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବା ନୋନ୍। ଏମାନଙ୍କୁ ପରାସ୍ତ କରିବ।

ପ୍ରଥମ ରାଜାବଳୀ 8:65

ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।

ଦିତୀୟ ରାଜାବଳୀ 14:25

ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ବାକ୍ଯ ଅନୁସାରେ ଅମିତ୍ତଯର ପୁତ୍ର ଗାଥ ହଫରେ ନିବାସୀ ଆପଣା ସବେକ ୟୂନସ ଭବିଷ୍ଯତବକ୍ତାଙ୍କ ହସ୍ତ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯାନୁସା ରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ୟ୍ଯନ୍ତ ଇଶ୍ରାୟେଲର ସୀମା ପୁନର୍ବାର ୟାରବିଯାମ ଖଳେ କଲେ।

ଦିତୀୟ ରାଜାବଳୀ 25:19

ସେ ମଧ୍ଯ ବନ୍ଦୀପରି ନିଆଗେଲ। ଏକ ନଫୁସକକୁ ସୈନ୍ଯମାନଙ୍କର ଦଖାେଶୁଣା, ରାଜାଙ୍କର ଉପଦେଶଗଣ, ସନୋର ସନୋପତିର ସଚିବ, ୟିଏ ଲୋକମାନଙ୍କୁ ଗଣିବାର ଦାଯିତ୍ବ ରେ ଥିଲେ ଏବଂ ସମାନଙ୍କେରୁ ସୈନ୍ଯମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହର ରେ ମଣିଲେ।

ଗୀତସଂହିତା 9:16

ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

ଯିରିମିୟ 9:24

ଯଦି କହେି ଦର୍ପ କରିବ, ତବେେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ। ଆମ୍ଭେ ସଦାପ୍ରଭୁଙ୍କ ଜଗତ ରେ ସ୍ନହେ, କରୁଣା ବିଚାର ଓ ଧର୍ମସାଧନ କରୁ, କାରଣ ସଦାପ୍ରଭୁ କହନ୍ତି ଏସବୁ ରେ ଆମ୍ଭର ସନ୍ତାଷେ ଥାଏ।

ଯିରିମିୟ 39:6

ବାବିଲ ରାଜା ରିବ୍ଲା ରେ ସିଦିକିଯର ସମ୍ମୁଖ ରେ ସିଦିକିଯର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ଯ ତାଙ୍କର ଅଧିପତିଙ୍କୁ ବଧ କଲେ।

ଯିରିମିୟ 52:9

ତା'ପ ରେ ସମାନେେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରିବ୍ଲାକୁ ନଇଗେଲେ। ତା'ପ ରେ ସଠାେ ରେ ରାଜା ତା' ଉପ ରେ ଦଣ୍ଡ ବିଧାନ କଲେ।

ଯିରିମିୟ 52:10

ଆଉ ବାବିଲର ରାଜା ସିଦିକିଯର ପୁତ୍ରମାନଙ୍କୁ ତାହାର ସମ୍ମୁଖ ରେ ବଧ କଲା। ଆଉ ମଧ୍ଯ ଯିହୁଦାର ସମସ୍ତ ଅଧିପତିଙ୍କୁ ରିବ୍ଲା ରେ ବଧ କଲା।

ଯିରିମିୟ 52:24

ପୁଣି ପ୍ରହରୀବର୍ଗର ସନୋପତି ପ୍ରଧାନ ଯାଜକ ସରାଯକୁ ଓ ଦ୍ବିତୀୟ ଯାଜକ ସଫନିଯକୁ ଏବଂ ଆଉ ତିନିଜଣ ଦ୍ବାରପାଳକୁ ବନ୍ଦୀ କରି ନଲୋ।

ଯିହିଜିକଲ 6:7

ତୁମ୍ଭମାନଙ୍କର ଲୋକମାନେ ନିହତ ହବେ, ତାହା ହେଲେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।'

ଯିହିଜିକଲ 13:9

ଯେଉଁ ଭବିଷ୍ଯଦବକ୍ତାମାନେ ମିଥ୍ଯା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ଯା ଅଲୌକିକ ଶକ୍ତି ଘାଷେଣା କରନ୍ତି, ମାରେ ହସ୍ତ ସମାନଙ୍କେ ବିରୁଦ୍ଧ ରେ ୟିବ, ସମାନେେ ମାେ ଲୋକମାନଙ୍କ ମନ୍ତ୍ରୀ ସଭା ରେ ରହିବେ ନାହିଁ। ଇଶ୍ରାୟେଲର ପରିବାର ତାଲିକା ରେ ସମାନଙ୍କେର ନାମଗୁଡ଼ିକ ତାଲିକାଭୁକ୍ତ ହବେ ନାହିଁ। ଏବଂ ଇଶ୍ରାୟେଲ ଦେଶ ରେ ସମାନେେ ପ୍ରବେଶ କରିବେ ନାହିଁ। ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।

ଯିହିଜିକଲ 13:14

ତୁମ୍ଭେ ଯେଉଁ ଅମିଶ୍ରିତ ମସଲା ରେ କାନ୍ଥକୁ ଲପନେ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହା ଭୂମିସ୍ତର ସହିତ ସମତଳ କରି ଦବେି, ମୁଁ ଏହା ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପ ରେ ପଡ଼ିବ, ତହିଁରେ ତୁମ୍ଭମାନେେ ବିନଷ୍ଟ ହବେ। ଏଣୁ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।

ଯିହିଜିକଲ 13:21

ଏବଂ ମଧ୍ଯ ମୁଁ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବି ଓ ମାେ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ଏବଂ ସମାନେେ ତୁମ୍ଭମାନଙ୍କ ଫାଶ ରେ ପଡ଼ି ଆଉ ତୁମ୍ଭମାନଙ୍କର ହସ୍ତଗତ ହବେେ ନାହିଁ। ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।

ଯିହିଜିକଲ 13:23

ତେଣୁ ତୁମ୍ଭମାନେେ ଆଉ ମିଥ୍ଯା ଦର୍ଶନ ପାଇବ ନାହିଁ। କିମ୍ବା ମନ୍ତ୍ର ପଢ଼ିବ ନାହିଁ। ଏବଂ ମୁଁ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ତେଣୁ ତୁମ୍ଭମାନେେ ତାହା ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।

Interlinear

Choose Theme