Home Bibles ଯିହିଜିକଲ 13:21 · ଓଡ଼ିଆ ବାଇବେଲ
ଯିହିଜିକଲ 13:21 · ଓଡ଼ିଆ ବାଇବେଲ

ଏବଂ ମଧ୍ଯ ମୁଁ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବି ଓ ମାେ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ଏବଂ ସମାନେେ ତୁମ୍ଭମାନଙ୍କ ଫାଶ ରେ ପଡ଼ି ଆଉ ତୁମ୍ଭମାନଙ୍କର ହସ୍ତଗତ ହବେେ ନାହିଁ। ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।

Cross references

ଗୀତସଂହିତା 91:3

ପରମେଶ୍ବର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।

Interlinear

Choose Theme