Home Bibles ଯାତ୍ରା ପୁସ୍ତକ 8:9 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 8:9 · ଓଡ଼ିଆ ବାଇବେଲ

ମାଶାେ ଫାରୋଙ୍କୁ କହିଲେ, ଦୟାକରି କୁହ ତୁମ୍ଭେ କେତବେେଳେ ଚାହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ଯ ପ୍ରାର୍ଥନା କରିବି। ତା'ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କବଳେ ନଦି ରେ ରହିବେ।

Cross references

ଯାତ୍ରା ପୁସ୍ତକ 7:25

ସଦାପ୍ରଭୁ ନୀଳନଦୀରୁ ଜଳକୁ ସାତ ଦିନ ପରେ ପରିବର୍ତ୍ତନ କଲେ।

ଯାତ୍ରା ପୁସ୍ତକ 8:11

ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଚାରୀମାନଙ୍କୁ ଛାଡି ପଳାଇବେ। ସମାନେେ କବଳେ ନଦୀ ରେ ରହିବେ।

ଗଣନା ପୁସ୍ତକ 14:20

ସଦାପ୍ରଭୁ କହିଲେ, ଯେପରି ତୁମ୍ଭେ ମାେତେ ଅନୁ ରୋଧ କଲ, ମୁଁ ସମାନଙ୍କେୁ କ୍ଷମା ଦଲେି।

ବିଚାରକର୍ତାମାନଙ୍କ ବିବରଣ 7:2

ଏହାପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ମିଦିଯନମାନଙ୍କୁ ପରାସ୍ତ କରିବା ପାଇଁ ମୁ ତୁମ୍ଭର ଲୋକମାନଙ୍କୁ ସହାୟ ହବେି। କିନ୍ତୁ ତୁମ୍ଭର ଏତେ ସୈନ୍ଯ ଅଛନ୍ତି ଯେ ମୁ ସମାନଙ୍କେୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ଯମାନେ ଭାବିବେ ଯେ, ସମାନେେ ନିଜ ଶକ୍ତି ବଳ ରେ ଶତୃମାନଙ୍କୁ ପରାସ୍ତ କରିଛନ୍ତି। ଇଶ୍ରାୟେଲର ଲୋକମାନେ ମାେତେ ଭୂଲିୟାଆନ୍ତକ୍ସ୍ଟ ବୋଲି ଓ ସମାନେେ ନିଜକକ୍ସ୍ଟ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତକ୍ସ୍ଟ ବୋଲି ମୁ ଗ୍ଭ ହେଁ ନାହିଁ।

ପ୍ରଥମ ରାଜାବଳୀ 18:25

ଏଲିଯ ବାଲ୍ ଭବିଷ୍ଯଦ୍ବକ୍ତାଙ୍କୁ କହିଲେ, ତୁମ୍ଭମାନେେ ତ ଏଠା ରେ ଅନକେ ଅଛ। ପ୍ରଥମେ ତୁମ୍ଭମାନେେ ଗୋଟିଏ ବୃଷଭ ପସନ୍ଦ କର। ବୃଷଭଟିକୁ ପ୍ରସ୍ତୁତ କର ଏବଂ ତୁମ୍ଭମାନଙ୍କର ଦବେତାକୁ ପ୍ରାର୍ଥନା କର। ମାତ୍ର ଅଗ୍ନି ସଂୟୋଗ କର ନାହିଁ।

ଯିଶାଇୟ 10:15

ଗୋଟିଏ କୂରାଢ଼ି କ'ଣ ତା'ର ଛଦନକେର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହାଇପୋରିବ କି ? କରତ କ'ଣ କରତିଯର ବିରୁଦ୍ଧ ରେ କିଛି କରିପାରିବ ନାହିଁ। ମାତ୍ର ଅଶୂର ପରମେଶ୍ବରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ୟଷ୍ଟି ନିଜକୁ ୟଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ।

Interlinear

Choose Theme