Home Bibles ଯାତ୍ରା ପୁସ୍ତକ 8:30 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 8:30 · ଓଡ଼ିଆ ବାଇବେଲ

ତେଣୁ ମାଶାେ ଫାରୋଙ୍କ ନିକଟରୁ ବିଦାଯ ନଇେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।

Cross references

ଯାତ୍ରା ପୁସ୍ତକ 8:12

ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟରୁ ବିଦାଯ ନେଲେ। ସେ ଯେଉଁ ବେଙ୍ଗମାନଙ୍କୁ ଫାରୋଙ୍କ ବିରୁଦ୍ଧ ରେ ପଠାଇଥିଲେ, ସଗେୁଡିକୁ ହଟାଇ ନବୋ ପାଇଁ ମାଶାେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।

ଯାତ୍ରା ପୁସ୍ତକ 9:33

ମାଶାେ ଫାରୋଙ୍କ ନିକଟରୁ ନଗର ବାହାରକୁ ୟାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହାଇଗେଲା।

ଯାକୁବଙ୍କ ପତ୍ 5:16

ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।

Interlinear

Choose Theme