ତେଣୁ ମାଶାେ ଏବଂ ହାରୋଣ ଏକତ୍ର ୟାଇ ଇଶ୍ରାୟେଲର ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ।
Cross references
ସଦାପ୍ରଭୁ ଆହୁରି କହିଲେ, ୟାଅ ଏବଂ ଇଶ୍ରାୟେଲୀୟ ପ୍ରାଚୀନଗଣଙ୍କୁ କୁହ, 'ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ବର, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର, ମାେତେ କହି ଅଛନ୍ତି, ମିଶରୀଯମାନଙ୍କ ଦ୍ବାରା ତୁମ୍ଭଙ୍କୁ ଦିଆୟାଇଥିବା ୟନ୍ତ୍ରଣାସବୁ, ଆମ୍ଭେ ଟିପି ନଇେଅଛୁ।
ତେଣୁ ମାଶାେ ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମାଶାେ ସମାନଙ୍କେୁ ପରମେଶ୍ବରଙ୍କର ଆଜ୍ଞା ସମସ୍ତଙ୍କୁ କହିଲେ।
ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭମାନେେ ଦୂରରୁ ମାେତେ ଉପାସନା କରିବ।
ପରମେଶ୍ବର ଇଶ୍ରାୟେଲର ନେତାଗଣଙ୍କ ବିରୁଦ୍ଧ ରେ ହସ୍ତ ବିସ୍ତାର କଲେ ନାହିଁ। ସମାନେେ ସମସ୍ତେ ପରମେଶ୍ବରଙ୍କୁ ଦର୍ଶନ କଲେ। ଏବଂ ସମାନେେ ଭୋଜନ ଓ ପାନ କଲେ।
ଏଣୁ ପରମେଶ୍ବର ତାଙ୍କ ଦାସ ମାଶାେ ଏବଂ ମନୋନୀତ ୟାଜକ ହାରୋଣଙ୍କୁ ପଠାଇଲେ।