Home Bibles ଯାତ୍ରା ପୁସ୍ତକ 39:26 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 39:26 · ଓଡ଼ିଆ ବାଇବେଲ

ଉପାସନା ଚୋଗାର ଧଡି ରେ ସମାନେେ ଏକ ଡାଳିମ୍ବ ଓ ଘଣ୍ଟି, ଗୋଟିଏ ପରେ ଗୋଟିଏ ଲଗାଇଲେ, ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ।

Cross references

ଯାତ୍ରା ପୁସ୍ତକ 28:34

ସହେି ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗ ରେ ଗୋଟିଏ ସ୍ବର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ବର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।

ଦିତୀୟ ବିବରଣ 22:12

ତୁମ୍ଭେ ଆପଣା ଶରୀର ରେ ଉତ୍ତରୀଯ ବସ୍ତ୍ର ଗ୍ଭରି ଅଞ୍ଚଳ ରେ ଝକ୍ସ୍ଟଐା ବନାଇବ।

ପରମଗୀତ 4:3

ତୁମ୍ଭର ଓଷ୍ଠାଧର ଉଜ୍ଜ୍ବଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତଳେ ତୁମ୍ଭ କପାଳ ଡ଼ାଳିମ୍ବ ଖଣ୍ଡ ତୁଲ୍ଯ।

ପରମଗୀତ 4:13

ତୁମ୍ଭର ଚାରାଗଛଗୁଡ଼ିକ ପ୍ରାଙ୍ଗଣ ରେ ବହୁମୂଲ୍ଯ ଡ଼ାଳିମ୍ବ ବୃକ୍ଷ ତୁଲ୍ଯ। ସଠାେ ରେ ହନୋ ଚାରାଗଛ ଅଛି।

ପରମଗୀତ 6:7

ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡ଼ାଳିମ୍ବ ତୁଲ୍ଯ ଦୁଇଟି ଫାଳ।

ମାଥିଉଲିଖିତ ସୁସମାଚାର 9:20

ସଠାେରେ ଜଣେ ସ୍ତ୍ରୀ ଲୋକ ଥିଲା। ତାର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀ ଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁ ଦଲୋ।

Interlinear

Choose Theme