Home Bibles ☰ Books ପରମଗୀତ 6:7 · ଓଡ଼ିଆ ବାଇବେଲ
ପରମଗୀତ 6:7 · ଓଡ଼ିଆ ବାଇବେଲ

ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡ଼ାଳିମ୍ବ ତୁଲ୍ଯ ଦୁଇଟି ଫାଳ।

Cross references

ପରମଗୀତ 4:3

ତୁମ୍ଭର ଓଷ୍ଠାଧର ଉଜ୍ଜ୍ବଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତଳେ ତୁମ୍ଭ କପାଳ ଡ଼ାଳିମ୍ବ ଖଣ୍ଡ ତୁଲ୍ଯ।

Interlinear

Choose Theme