Home Bibles ☰ Books ପ୍ରଥମ ବଂଶାବଳୀ 2:20 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 2:20 · ଓଡ଼ିଆ ବାଇବେଲ

ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲଲଙ୍କେର ପିତା ଥିଲେ।

Cross references

ଯାତ୍ରା ପୁସ୍ତକ 31:2

ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ଯକ୍ତିକୁ ବାଛି ଅଛୁ ୟିଏକି ଆମ୍ଭ ପାଇଁ ଏକ ବିଶଷେ କାର୍ୟ୍ଯ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲଲେ।

ଯାତ୍ରା ପୁସ୍ତକ 36:1

ତେଣୁ ବତ୍ସଲଲେ, ଅହଲୀଯାବ ଏବଂ ପ୍ରେତ୍ୟକକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀଯ କାର୍ୟ୍ଯ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସମାନଙ୍କେୁ ପବିତ୍ର ସ୍ଥାନ ସମ୍ବନ୍ଧୀଯ ସମସ୍ତ କାର୍ୟ୍ଯ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦଇେଥିଲେ।

ଯାତ୍ରା ପୁସ୍ତକ 37:1

ବତ୍ସଲଲେ ଶିଟୀମ୍ କାଠ ରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢଇେ ହାତ, ଦେଢ ହାତ ଚଉଡା ଏବଂ ଦେଢହାତ ଉଚ୍ଚ।

ଯାତ୍ରା ପୁସ୍ତକ 38:22

ସଦାପ୍ରଭୁ ମାଶାଙ୍କେ ଦ୍ବାରା ଯେଉଁ ଆଜ୍ଞା ଦଇେଥିଲେ, ସହେି ଅନୁୟାଯୀ ଯିହୁଦା ପରିବାରବର୍ଗର ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲଲେ ସେ ସବୁ ନିର୍ମାଣ କରିଥିଲେ।

ଦିତୀୟ ବଂଶାବଳୀ 1:5

ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।

Interlinear

Choose Theme