Home Bibles ଯାତ୍ରା ପୁସ୍ତକ 36:34 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 36:34 · ଓଡ଼ିଆ ବାଇବେଲ

ଆଉ ସମାନେେ ସହେିସବୁ ପଟା ସୁବର୍ଣ୍ଣ ଦ୍ବାରା ମଡାଇଲେ। ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡା କଲେ। ଅର୍ଗଳ ସବୁ ସୁନା ରେ ମଡାଇଲେ।

Cross references

ପ୍ରଥମ ରାଜାବଳୀ 6:21

ଶ ଲୋମନ ଶୁଦ୍ଧ ସୁବର୍ଣ୍ଣ ରେ ଏହି କଠାେରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖ ରେ ଏକ ଧୂପବଦେି ନିର୍ମାଣ କଲେ। ଏହି ବଦେିଟି ଏହି କଠାେରୀ ସମ୍ମୁଖ ରେ ନିର୍ମିତ କଲେ। ଏହି ବଦେିଟି ଏହି କୋଠରୀ ସମ୍ମୁଖ ରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣ ରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡାଇଲେ। କିରୁବ ଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସହେି ଗର୍ଭାଗାର ରେ ରହିଲା ଓ ସଗେୁଡିକ ମଧ୍ଯ ସୁବର୍ଣ୍ଣ ମଣ୍ତିତ ହେଲା।

Interlinear

Choose Theme