Home Bibles ଯାତ୍ରା ପୁସ୍ତକ 36:13 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 36:13 · ଓଡ଼ିଆ ବାଇବେଲ

ଏହାପରେ ସମାନେେ ପଚାଶ ଗୋଟି ସ୍ବର୍ଣ୍ଣଘୁଣ୍ଡି କରି ୟବନିକା ସବୁ ୟୋଗ କଲେ। ତେଣୁ ପବିତ୍ର ତମ୍ବୁ ତିଆରି ହାଇେ ଗୋଟିଏ ହେଲା।

Cross references

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:20

ତେଣୁ ପ୍ରକୃତ ରେ ଅଙ୍ଗପ୍ରତ୍ଯଙ୍ଗ ଅନକେ, କିନ୍ତୁ ଶରୀର ଗୋଟିଏ।

ଏଫିସୀୟଙ୍କ ପ୍ରତି ପତ୍ର 2:20

ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହାଇେ ଠିଆ ହାଇେଛ। ପରମେଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସହେି ଭବନର କଣର ପ୍ରଧାନ ପଥର ଅଟନ୍ତି।

ପିତରଙ୍କ ପ୍ରଥମ ପତ୍ 2:4

ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ ପଥର। ଜଗତର ଲୋକମାନେ ସହେି ପଥରଟି ଅଗ୍ରାହ୍ଯ କଲେ। କିନ୍ତୁ ପରମେଶ୍ବର ସହେି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ବରଙ୍କ ପାଇଁ ତାହାଙ୍କ ମୂଲ୍ଯ ଅଧିକ।

Interlinear

Choose Theme