Home Bibles ଯାତ୍ରା ପୁସ୍ତକ 35:9 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 35:9 · ଓଡ଼ିଆ ବାଇବେଲ

ଗୋମଦେକ ମଣି ଏବଂ ଅନ୍ଯାନ୍ଯ ଅଳଙ୍କାର ଏଫୋଦ୍ ଓ ବିଚାରାର୍ଥକ ବୁକୁପଟା ରେ ଖଚିତ କରିବା ପାଇଁ।

Cross references

ଯାତ୍ରା ପୁସ୍ତକ 25:5

ରକ୍ତୀକୃତ ମଷଚେର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ।

ଯାତ୍ରା ପୁସ୍ତକ 28:9

ଦୁଇଟି ଗୋମଦେକମଣି ନଇେ ତହିଁ ଉପରେ ଇଶ୍ରାୟେଲ ପୁତ୍ରମାନଙ୍କ ନାମ ଖାଦେିତ କରିବ।

ଯାତ୍ରା ପୁସ୍ତକ 28:17

ତାହାକୁ ଚାରି ମଣି ପଂକ୍ତି ରେ ଖଚିତ କରିବ। ତହିଁରେ ପ୍ରଥମ ପଂକ୍ତି ରେ ଚୂଣୀ ଓ ପୀତମଣି ମର୍କତ,

ଯାତ୍ରା ପୁସ୍ତକ 39:6

କର୍ମୀଗଣ ଏଫୋଦ ରେ ଗୋମଦେକ ମଣିକୁ ସୁନା ରେ ଖଚିତ କରି ବ୍ଯବହାର କଲେ। ସହେି ମଣି ରେ ଇଶ୍ରାୟେଲ ସନ୍ତାନମାନଙ୍କର ନାମ ଲେଖିଲେ।

Interlinear

Choose Theme