Home Bibles ଯାତ୍ରା ପୁସ୍ତକ 35:8 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 35:8 · ଓଡ଼ିଆ ବାଇବେଲ

ଦୀପ ପାଇଁ ତୈଳ, ଅଭିଷକୋର୍ଥକ ତୈଳ ପାଇଁ ମସଲା ଓ ଧୂପ।

Cross references

ଯାତ୍ରା ପୁସ୍ତକ 25:1

ସଦାପ୍ରଭୁ ମାଶାଙ୍କେୁ କହିଲେ,

ଯାତ୍ରା ପୁସ୍ତକ 27:20

ବର୍ତ୍ତମାନ ଇଶ୍ରାୟେଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପଷୋ ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ।

ଯାତ୍ରା ପୁସ୍ତକ 30:23

ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।

ଯାତ୍ରା ପୁସ୍ତକ 30:28

ହାମବେଳିର ବଦେୀ ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।

ଯାତ୍ରା ପୁସ୍ତକ 35:28

ଆଉ ମସଲା, ଦୀପ ପାଇଁ ତୈଳ, ଅଭିଷକୋର୍ଥକ ତୈଳ ଓ ଧୂପ ଆଣିଲେ।

Interlinear

Choose Theme