Home Bibles ଯାତ୍ରା ପୁସ୍ତକ 34:34 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 34:34 · ଓଡ଼ିଆ ବାଇବେଲ

ଯେତବେେଳେ ମାଶାେ ସଦାପ୍ରଭୁଙ୍କ ସହିତ କଥା ହବୋକୁ ଭିତରକୁ ଗଲେ। ସେ ଓଢଣୀକୁ ହଟାଇଲେ, ତାପରେ ସେ ବାହାରି ଆସିଲେ ଏବଂ ସଦାପ୍ରଭୁ ଯାହା ଆଜ୍ଞା ଦଇେଥିଲେ, ତାହା ଇଶ୍ରାୟେଲର ଲୋକମାନଙ୍କୁ କହିଲେ।

Cross references

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:16

କିନ୍ତୁ ଜଣେ ଲୋକ ଯେତବେେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସହେି ଆବରଣଟି ବାହାର କରିଦିଆ ଯାଏ।

ଏବ୍ରୀ 4:16

ଆମ୍ଭମାନେେ ଉପୟୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ବରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାୟାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।

ଏବ୍ରୀ 10:19

ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।

Interlinear

Choose Theme