ଯାତ୍ରା ପୁସ୍ତକ 34:33 · ଓଡ଼ିଆ ବାଇବେଲ
ମାଶାେ ଲୋକମାନଙ୍କୁ କହିସାରିବା ପରେ ତାଙ୍କର ମୁହଁ ଆବରଣ କରି ଦେଲେ।
Cross references
ରୋମୀୟଙ୍କ ପ୍ରତି ପତ୍ର 10:4
ଖ୍ରୀଷ୍ଟ ବ୍ଯବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କଠା ରେ ଧାର୍ମିକ ହାଇେ ପାରିବ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:13
ଆମ୍ଭେ ମାଶାଙ୍କେ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇଶ୍ରାୟେଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମାଶାେ ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସବୋର ଅନ୍ତ ଦେଖନ୍ତୁ, ମାଶାେ ଏହା ଇଚ୍ଛା କରୁ ନ ଥିଲେ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:4
ଅବିଶ୍ବାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦଇେଛି। ତେଣୁ ସମାନେେ ଖ୍ରୀଷ୍ଟଙ୍କର ସୁସମାଚାରର ଆଲୋକ ଦେଖି ପାରନ୍ତି ନାହିଁ।