Home Bibles ☰ Books ଯାତ୍ରା ପୁସ୍ତକ 33:6 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 33:6 · ଓଡ଼ିଆ ବାଇବେଲ

ତେଣୁ ଇଶ୍ରାୟେଲୀୟ ଲୋକମାନେ ହାରେବେ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ।

Cross references

ଯାତ୍ରା ପୁସ୍ତକ 32:3

ତେଣୁ ଲୋକମାନେ ସହେି କର୍ଣ୍ଣକୁଣ୍ଡଳ ଗୁଡିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ।

ଯାତ୍ରା ପୁସ୍ତକ 33:4

ଲୋକମାନେ ଏହିପରି ଅଶୁଭ ସମ୍ବାଦ ଶୁଣିବା ପରେ ସମାନେେ ଶୋକ କଲେ ଏବଂ ଲୋକମାନେ ଆଉ କର୍ଣ୍ଣକୁଣ୍ଡଳ ପିନ୍ଧିଲେ ନାହିଁ।

ଯିରିମିୟ 2:19

ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।

ଯୂନସ 3:5

ନୀନିବୀର ଲୋକମାନେ ପରମେଶ୍ବରଙ୍କର ଏହି ବାର୍ତ୍ତାକୁ ବିଶ୍ବାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସମାନେେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ ସମସ୍ତ ଲୋକେ ଏହି କାର୍ୟ୍ଯ କଲେ।

Interlinear

Choose Theme