Home Bibles ଯାତ୍ରା ପୁସ୍ତକ 29:9 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 29:9 · ଓଡ଼ିଆ ବାଇବେଲ

ହାରୋଣର ଓ ତା'ର ପୁତ୍ରମାନଙ୍କର କଟୀ ରେ କଟୀବନ୍ଧନ ବାନ୍ଧିଦିଅ ଓ ସମାନଙ୍କେ ମସ୍ତକରେ ପଗଡି ବାନ୍ଧ। ତହିଁରେ ସମାନେେ ବିଶଷେ ବ୍ଯବସ୍ଥା ଅନୁସାରେ ସର୍ବଦା ଯାଜକ ହବେେ।

Cross references

ଯାତ୍ରା ପୁସ୍ତକ 27:21

ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛ ରେ ଥିବା ନିଯମ-ସିନ୍ଦୁକ ଓ ଏହାର ସମ୍ମୁଖ ରେ ଥିବା ଏହାକୁ ସନ୍ଧ୍ଯାରୁ ସକାଳ ପର୍ୟ୍ଯନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ଯବସ୍ଥା ଇଶ୍ରାୟେଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରପୁଜ୍ଯ ହବେ।

ଯାତ୍ରା ପୁସ୍ତକ 28:1

ତହିଁରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀଦ, ଇଲିଯାଜର ଓ ଇଥାମରକୁ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ଆଣ। ସମାନେେ ମାରେ ଯାଜକଗଣ ହବେେ।

ଯାତ୍ରା ପୁସ୍ତକ 28:40

ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଚୋଗା, କଟୀବନ୍ଧନ ଓ ପଗଡି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡିକ ସମାନଙ୍କେୁ ଗୌରବ ଓ ସୌନ୍ଦର୍ୟ୍ଯ ଦବେ।

ଯାତ୍ରା ପୁସ୍ତକ 32:29

ଏହାପରେ ମାଶାେ କହିଲେ, ତୁମ୍ଭମାନେେ ପ୍ରେତ୍ୟକକ ନିଜନିଜ ପୁତ୍ର ଓ ଭାତୃଗଣର ବିପକ୍ଷ ହାଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଜନିଜକୁ ନିୟୁକ୍ତି କର ତହିଁରେ ସଦାପ୍ରଭୁ ଆଜି ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।

ଯାତ୍ରା ପୁସ୍ତକ 40:15

ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲାପରେ ସମାନେେ ମାରେ ଯାଜକ ରୂପେ କର୍ମ କରିପାରିବେ। ସହେି ପରିବାର ଅନନ୍ତକାଳୀନ ମାରେ ଯାଜକ ରୂପେ ସବୋ କରିବେ।

ଲେବୀୟ ପୁସ୍ତକ 8:22

ଅନନ୍ତର ସେ ଅନ୍ୟ ମଷେ ଅର୍ଥାତ୍ ପଦ ନି ଯୋଗାର୍ଥକ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକ ଉପରେ ହସ୍ତ ରଖିଲେ।

ଲେବୀୟ ପୁସ୍ତକ 8:33

ଆଉ ପଦ ଅଭିଷକେ ଉତ୍ସବ ସାଦଦିନ ଧରି ଚାଲିବ। ତୁମ୍ଭମାନେେ ଏହି ସାତଦିନ ୟାଏ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ। କାରଣ ପୌରହିତ୍ଯ ନିଶ୍ଚଯ ସାତଦିନ ୟାଏଁ ଚାଲିବ।

ଗଣନା ପୁସ୍ତକ 3:10

ପୁଣି ତୁମ୍ଭେ ହାରୋଣ, ତା'ର ପୁତ୍ରଗଣଙ୍କୁ ଯାଜକରୂପେ ନିୟୁକ୍ତି କରିବ। ସମାନେେ ଯାଜକରୂପେ ସବୋ କାର୍ୟ୍ଯ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆ ସେ, ତାକୁ ଆଇନ ସଙ୍ଗତ କାର୍ୟ୍ଯ କରିବ।

ଗଣନା ପୁସ୍ତକ 16:10

ସଦାପ୍ରଭୁ ତୁମ୍ଭଙ୍କୁ ଓ ତୁମ୍ଭର ସମସ୍ତ ଲବେୀ ସନ୍ତାନଗଣଙ୍କୁ ସାହାୟ୍ଯ କରିବାକୁ ତାଙ୍କର ନିକଟବର୍ତ୍ତୀ କରିଅଛନ୍ତି। ଏହା କ'ଣ ତୁମ୍ଭମାନଙ୍କ ପକ୍ଷ ରେ କ୍ଷୁଦ୍ର କଥା? ଆଉ ତୁମ୍ଭମାନେେ ଯାଜକ ହବୋକୁ ଚେଷ୍ଟା କରୁଛ?

ଗଣନା ପୁସ୍ତକ 16:35

ଏହାପରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହାଇେ ସହେି 250ଧୁପ ଉତ୍ସର୍ଗକାରୀଙ୍କୁ ଗ୍ରାସ କଲା।

ଗଣନା ପୁସ୍ତକ 16:40

ଏହି ଧାତୁ ଆଚ୍ଛାଦକ ଇଶ୍ରାୟେଲର ଲୋକମାନଙ୍କୁ ମନେପକାଇ ଦିଏ ଯେ, ହାରୋଣ ପରିବାର ବ୍ଯତୀତ ଅନ୍ୟ କହେି ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜାଳି ପାରିବେ ନାହିଁ। ଯଦି ଅନ୍ୟ କହେି ଏହି ସବେି କରିବ, ସେ କୋରହଙ୍କୁ ପରିବାରବର୍ଗ ପରି ହବେ ବୋଲି ଯାହା ମାଶାଙ୍କେ ଦ୍ବାରା ସଦାପ୍ରଭୁ ଜଣାଇ ଥିଲେ।

ଗଣନା ପୁସ୍ତକ 18:7

କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ୟଜ୍ଞବଦେୀ ସମ୍ବନ୍ଧୀଯ ସକଳ ବିଷଯ ରେ ଓ ବିଚ୍ଛଦବେସ୍ତ୍ର ଭିତ ରେ ପବିତ୍ର ସ୍ଥାନ ରେ ଯାଜକତ୍ବ ପାଳନ କରିବ ଓ ସବୋ କରିବ, ଆମ୍ଭେ ଆମ୍ଭର ଦାନଜନିତ ସବୋରୂପେ ତୁମ୍ଭମାନଙ୍କୁ ଯାଜକତ୍ବ ପଦ ଦଲେୁ। ଯଦି କହେି ଅଜଣା ବ୍ଯକ୍ତି ମାରେ ପବିତ୍ରସ୍ଥାନ ନିକଟକୁ ଆ ସେ, ତାକୁ ହତ୍ଯା କରାୟିବ।

ଗଣନା ପୁସ୍ତକ 25:13

ତହୁଁ ତାପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ବର ନିଯମ ରହିବ। କାରଣ ସେ ଆପଣା ପରମେଶ୍ବରଙ୍କ ପକ୍ଷ ରେ କୋର୍ଧଭାବ ପ୍ରକାଶ କଲା ଓ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପ୍ରାଯଶ୍ଚିତ କଲା।

ଦିତୀୟ ବିବରଣ 18:5

କାରଣ ସଦାପ୍ରଭୁଙ୍କ ନାମ ରେ ସବୋ କରିବାକୁ ନିତ୍ଯ ଠିଆ ହବୋ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ ବଂଶଧର ମଧରକ୍ସ୍ଟ ତାହାକକ୍ସ୍ଟ ଓ ତାହାର ସନ୍ତାନଗଣକକ୍ସ୍ଟ ମନୋନୀତ କରିଅଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 17:5

ମୀଖାର ଏକ ମନ୍ଦିର ଥିଲା ଓ ସେ ଏକ ଏଫୋଦ ତିଆରି କଲା, ତାଙ୍କର ଅନକେ ଗକ୍ସ୍ଟଡିକ ମୂର୍ତ୍ତିଗକ୍ସ୍ଟଡିକ ଥିଲା। ସେ ଆପଣା ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଯାଜକ ରୂପେ ନିୟକ୍ସ୍ଟକ୍ତ କଲା।

ପ୍ରଥମ ଶାମୁୟେଲ 2:30

ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତକ୍ସ୍ଟମ୍ଭ ଗୃହରକ୍ସ୍ଟ ଓ ତକ୍ସ୍ଟମ୍ଭ ପକ୍ସ୍ଟତୃଗୃହରକ୍ସ୍ଟ ଚିରଦିନ ପାଇଁ ମାରେ ଯାଜକ ହବେ ବୋଲି ମୁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, 'ତାହା ଆଉ କବେେ ଘଟିବ ନାହିଁ। କାରଣ ଯେଉଁମାନେ ମାେତେ ସମ୍ମାନ କରନ୍ତି, ମୁ ସମାନଙ୍କେୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମାେତେ ତକ୍ସ୍ଟଚ୍ଛଜ୍ଞାନ କରନ୍ତି, ସମାନଙ୍କେୁ ଅସମ୍ମାନ କରାୟିବ।

ଏବ୍ରୀ 5:4

ମହାୟାଜକ ହବୋ ଏକ ସମ୍ମାନର ବିଷୟ। କିନ୍ତୁ କହେି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ବରଙ୍କ ଦ୍ବାରା ଆହୂତ ହବୋକୁ ପଡ଼ିବ, ଯେପରି ହାରୋଣ ଆହୂତ ହାଇେଥିଲେ।

ଏବ୍ରୀ 5:10

ପରମେଶ୍ବର ମଲକୀଷଦକଙ୍କେ ଭଳି ଯୀଶୁଙ୍କୁ ମହାୟାଜକ ରୂପେ ବାଛିଲେ।

ଏବ୍ରୀ 7:11

ଲବେୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।

ଏବ୍ରୀ 7:23

ଆହୁରି ମଧ୍ଯ ଯେତବେେଳେ ସହେି ଅନ୍ୟ ଯାଜକମାନେ ମରିଗଲେ, ସମାନେେ ଆଉ ଯାଜକ ହାଇେ ରହି ପାରିଲେ ନାହିଁ। ଏଥିପାଇଁ ସହେି ଯାଜକମାନଙ୍କ ଭିତରୁ ଅନକେ ସଠାେରେ ଥିଲେ।

Interlinear

Choose Theme