Home Bibles ଯାତ୍ରା ପୁସ୍ତକ 25:2 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:2 · ଓଡ଼ିଆ ବାଇବେଲ

ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ମାେ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରେତ୍ୟକକ ଲୋକ ତା'ର ହୃଦଯ ରେ ନିଷ୍ପତ୍ତି ନବୋ ଉଚିତ୍, ସେ ମାେ ପାଇଁ ଯାହା ଉପହାର ଦବୋ ଉଚିତ୍। ମାେ ପାଇଁ ସହେି ଦ୍ରବ୍ଯ ସଂଗ୍ରହ କର।

Cross references

ଯାତ୍ରା ପୁସ୍ତକ 35:4

ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କ ସମଗ୍ର ସଭା ରେ ଏହା କହିଲେ, ସଦାପ୍ରଭୁ ଏହିସବୁ ଆଜ୍ଞା ଦଇେଛନ୍ତି।

ଗଣନା ପୁସ୍ତକ 7:3

ସମାନେେ ପବିତ୍ର ତମ୍ବୁ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ ଓ ବାରଟି ଗାଈ ଆଣିଲେ। ପ୍ରେତ୍ୟକକ ନତେୃବର୍ଗ ଗୋଟିଏ ଗାଈ ଆଣିଲେ ଏବଂ ଦୁଇଜଣ ନତେୃବର୍ଗ ଏକାଠି ହେଲେ ଏବଂ ଗୋଟିଏ ଶଗଡ ଆଣିଲେ।

ଗଣନା ପୁସ୍ତକ 18:24

କାରଣ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀଯ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲବେୀୟମାନଙ୍କୁ ଅଧିକାରାର୍ଥେ ଦଲେି। ଏଣୁ ମୁଁ କହିଲି, ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଅଧିକାର ପାଇବେ ନାହିଁ।

ଦିତୀୟ ବିବରଣ 16:16

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାର ପର୍ବ ଓ ସଲ୍ଗାହ ସମକ୍ସ୍ଟହର ପର୍ବ ସମୟରେ ଓ କକ୍ସ୍ଟଟୀର ପର୍ବ ସମୟରେ ମାତ୍ର ସମାନେେ ତକ୍ସ୍ଟଚ୍ଛା ହାତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବୋ ଉଚିତ୍ ନକ୍ସ୍ଟହଁ।

ବିଚାରକର୍ତାମାନଙ୍କ ବିବରଣ 5:9

ମାରେ ହୃଦଯ ଇଶ୍ରାୟେଲର ଆଦେଶକର୍ତ୍ତାଙ୍କଠା ରେ ଅଛି, ୟିଏ ୟକ୍ସ୍ଟଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ, ସଦାପ୍ରଭୁଙ୍କର ଧନ୍ଯବାଦ କର!

ପ୍ରଥମ ବଂଶାବଳୀ 29:1

ଏକତ୍ରୀତ ହୋଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, ପରମେଶ୍ବର ମାରେ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶ ଲୋମନ ଅଳ୍ପବଯସ୍କ ଅଟେ ଓ ଏହି କାର୍ୟ୍ଯ ନିମନ୍ତେ ଯେଉଁ ସମସ୍ତ ବିଷଯ ଆବଶ୍ଯକ, ସେ ତାହା ଜାଣେ ନାହିଁ ? କିନ୍ତୁ ଏହି କାର୍ୟ୍ଯ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ଅଟେ।

ପ୍ରଥମ ବଂଶାବଳୀ 29:5

ସୁବର୍ଣ୍ଣ ଓ ରେ ୗପ୍ୟ ନିର୍ମିତ ସକଳ ବସ୍ତୁ ନିମନ୍ତେ ମୁଁ ସୁବର୍ଣ୍ଣ ଓ ରେ ୗପ୍ୟ ଦଇେଅଛି। ଦକ୍ଷ କାରିଗରମାନେ ଯେପରି ମନ୍ଦିର ନିମନ୍ତେ ସବୁ ପ୍ରକାରର ବସ୍ତୁ ନିର୍ମାଣ କରିପାରନ୍ତି, ଏଥି ନିମନ୍ତେ ମୁଁ ସୁବର୍ଣ୍ଣ ଓ ରେ ୗପ୍ୟ ଦଇେଅଛି। ବର୍ତ୍ତମାନ, ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ତୁମ୍ଭମାନେେ କେତଜେଣ ଆଜି ନିଜକୁ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛ ?

ଏଜ୍ରା 1:6

ସମାନଙ୍କେର ପଡ଼ୋଶୀମାନେ ସମାନଙ୍କେୁ ରୂପା, ସୁନା, ପଶୁ ଏବଂ ଅନ୍ଯାନ୍ଯ ବହୁମୂଲ୍ଯ ଦ୍ରବ୍ଯ ସ୍ବେଚ୍ଛାଦର ନବୈେଦ୍ଯ ସହିତ ଦେଲେ।

ଏଜ୍ରା 2:68

ସହେି ଦଳଟି ଆସି ୟିରୁଶାଲମର ସଦାପ୍ରଭୁଙ୍କର ମନ୍ଦିର ରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସହେି ମନ୍ଦିର ସ୍ବସ୍ଥାନ ରେ ସ୍ଥାପନ କରିବା ପାଇଁ ସ୍ବେଚ୍ଛାପୂର୍ବକ ଦାନ କଲେ।

ଏଜ୍ରା 3:5

ଏହାପରେ ସମାନେେ ନିତ୍ଯ ହାମବେଳି, ଅମାବାସ୍ଯା ରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଉତ୍ସର୍ଗକାରୀ ପ୍ରେତ୍ୟକକ ଲୋକର ଉପହାର ଉତ୍ସର୍ଗ କଲେ।

ଏଜ୍ରା 7:16

ବାବିଲର ସମୁଦାଯ ପ୍ରଦେଶ ରେ ତୁମ୍ଭେ ସମସ୍ତ ସୁନା ଓ ରୂପା ପାଇବ। ପୁଣି ଲୋକମାନେ ଓ ଯାଜକମାନେ ସମାନଙ୍କେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ବେଚ୍ଛାପୂର୍ବକ ଯାହା ଦବେେ ସହେିସବୁ ଉପହାର ନବୋ ପାଇଁ ତୁମ୍ଭେ ରାଜା ଓ ତାଙ୍କର ସପ୍ତମନ୍ତୀଙ୍କ ଦ୍ବାରା ପ୍ ରରେିତ ହେଉଅଛ।

ନିହିମିୟା 11:2

ଆଉ ଯେଉଁମାନେ ୟିରୁଶାଲମ ରେ ବାସ କରିବାକୁ ସ୍ବଇଚ୍ଛା ରେ ସମର୍ପଣ କଲେ, ଲୋକମାନେ ସମାନଙ୍କେର ଧନ୍ଯବାଦ କଲେ।

ଗୀତସଂହିତା 110:3

ତୁମ୍ଭ ପରାକ୍ରମର ଦିନରେ, ଯେତବେେଳେ ତୁମ୍ଭର ସୈନ୍ଯବାହିନୀ ଏକତ୍ର ହବେେ, ତୁମ୍ଭ ଲୋକମାନେ ସ୍ବଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସମାନେେ ମିଳିତ ହବେେ। ସହେି ସମସ୍ତ ୟୁବକ ତୁମ୍ଭ ଚାରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:11

ତା' ହେଲେ ଯାଇ ତୁମ୍ଭମାନଙ୍କର କରିବା ତୁମ୍ଭମାନଙ୍କର ଇଚ୍ଛା କରିବା ସହିତ ସମାନ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ତହିଁରୁ ଦାନ କର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:7

ପ୍ରେତ୍ୟକକ ଲୋକ ଆପଣା ହୃଦୟ ରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନ ରେ କୌଣସି ଦୁଃଖ ରଖି ବା ବାଧ୍ଯବାଧକତା ରେ ଦାନ ନ ଦେଉ, ଆନନ୍ଦିତ ମନ ରେ ଦାନ କରିଥିବା ଲୋକକୁ ପରମେଶ୍ବର ଭଲ ପାଆନ୍ତି।

Interlinear

Choose Theme