ଯାତ୍ରା ପୁସ୍ତକ 22:5 · ଓଡ଼ିଆ ବାଇବେଲ
ଯଦି କୌଣସି ବ୍ଯକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷା କ୍ଷେତ୍ର ରେ ପଶୁ ଚରାଏ ତବେେ ସେ ଲୋକ ତା'ର ଉତ୍ତମ କ୍ଷତରେ ଫସର ଉକ୍ତ ଲୋକକୁ ଦବେ।
Cross references
ଯାତ୍ରା ପୁସ୍ତକ 21:34
ସହେି ଲୋକ ଜଣକ ସହେି ପଶୁ ପାଇଁ ଅର୍ଥ ଦବୋକୁ ପଡିବ। ଯଦି ସେ ଅର୍ଥ ପୈଠ କରେ, ସହେି ପଶୁ ପାଇଁ, ତବେେ ସେ ତା'ର ମୃତ ଦହକେୁ ରଖିବା ପାଇଁ ଅନୁମତି ଦବେ।
ଯାତ୍ରା ପୁସ୍ତକ 22:3
ଯଦି ଏପରି ଦିନ ରେ ଘଟିଥାଏ ତବେେ ହତ୍ଯା କରିଥିବା ବ୍ଯକ୍ତି ଦୋଷୀ ସାବ୍ଯସ୍ତ ହବେ।
ଯାତ୍ରା ପୁସ୍ତକ 22:12
ମାତ୍ର ଯବେେ ତାହା ନିକଟରୁ ଚୋରି ୟାଏ, ତବେେ ସେ ତା'ର ମୁନିବକୁ ତାହାର ମୂଲ୍ଯ ଦବେ।
ଆୟୁବ ପୁସ୍ତକ 20:18
ଦୁଷ୍ଟ ଲୋକ ତା'ର ଲାଭ ଫରୋଇବାକୁ ବାଧ୍ଯ ହବେ। ସେ ଯାହା ପାଇଁ ଏତେ କଷ୍ଟ ସ୍ବୀକାର କଲା, ତାକୁ ସେ ଭୋଗ କରିପାରିବ ନାହିଁ।