Home Bibles ଯାତ୍ରା ପୁସ୍ତକ 21:34 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 21:34 · ଓଡ଼ିଆ ବାଇବେଲ

ସହେି ଲୋକ ଜଣକ ସହେି ପଶୁ ପାଇଁ ଅର୍ଥ ଦବୋକୁ ପଡିବ। ଯଦି ସେ ଅର୍ଥ ପୈଠ କରେ, ସହେି ପଶୁ ପାଇଁ, ତବେେ ସେ ତା'ର ମୃତ ଦହକେୁ ରଖିବା ପାଇଁ ଅନୁମତି ଦବେ।

Cross references

ଯାତ୍ରା ପୁସ୍ତକ 21:29

ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।

ଯାତ୍ରା ପୁସ୍ତକ 22:3

ଯଦି ଏପରି ଦିନ ରେ ଘଟିଥାଏ ତବେେ ହତ୍ଯା କରିଥିବା ବ୍ଯକ୍ତି ଦୋଷୀ ସାବ୍ଯସ୍ତ ହବେ।

ଯାତ୍ରା ପୁସ୍ତକ 22:6

ଯଦି କୌଣସି ଲୋକ କଣ୍ଟକ ବନ ରେ ଅଗ୍ନି ସଂୟୋଗ କରେ ଓ ସହେି ଅଗ୍ନି ରେ ଯଦି କାହାର କ୍ଷତରେ ଫସଲ ବା ଶସ୍ଯଗଦା କିମ୍ବା କ୍ଷତଟେି ପୋଡି଼ ନଷ୍ଟ ହୁଏ ତବେେ ସହେି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହବେ।

ଯାତ୍ରା ପୁସ୍ତକ 22:14

କୌଣସି ଲୋକ ଯଦି ତା'ର ପଡ଼ୋଶୀଠାରୁ କିଛି ଧାର ଆଣିଥାଏ ତବେେ ସେ ସହେି ଜିନିଷ ପାଇଁ ଦାଯୀ ରହିବ। ଯଦି ଗୋଟିଏ ପଶୁ ଆଘାତ ପାଏ ଯଦି ଏ ପଶୁ ମରିୟାଏ, ତବେେ ତା'ର ପଡ଼ୋଶୀକୁ ତା'ର ପଶୁ ମୁନିବକୁ ତା'ର ମୂଲ୍ଯ ଦବୋକୁ ପଡିବ। ଏଥିପାଇଁ ତା'ର ପଡ଼ୋଶୀ ସଂପୂର୍ଣ୍ଣ ରୂପେ ଦାଯୀ ରହିବ। କାରଣ ତା'ର ମୁନିବ ସଠାେରେ ନଥାଏ।

ଦିତୀୟ ଶାମୁୟେଲ 12:6

ସେ ଏପରି କର୍ମ କରିବାରକ୍ସ୍ଟ ଓ ସେ କିଛି ଦୟା ନକରିବାରକ୍ସ୍ଟ ସହେି ମେଣ୍ତାର ଗ୍ଭରିଗକ୍ସ୍ଟଣ ଫରୋଇ ଦବେ।

ହିତୋପଦେଶ 6:31

ମାତ୍ର ଯଦି ଧରାପଡ଼େ, ତବେେ ତାକୁ ସାତଗୁଣ ଫରୋଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ବ ତାକୁ ଦବୋକୁ ହବେ।

ଯିହିଜିକଲ 33:15

ସହେି ଦୁଷ୍ଟଲୋକ ଯବେେ ବନ୍ଧନ ଦ୍ରବ୍ଯ ଫରୋଇ ଦିଏ, ସେ ଯାହା ଅପହରଣ କରିଥିଲା, ଯଦି ସେ ସମସ୍ତ ଜିନିଷଗୁଡ଼ିକ ପାଇଁ ପରିଶାଧେ କରେ, ଯେ ସେ ପାଦ୍ରୀ, କୌଣସି ପାପ ନ କରି ଜୀବନଦାୟକ ବିଧି ପଥରେ ଚାଲେ, ତବେେ ସେ ନିଶ୍ଚଯ ବଞ୍ଚିବ ସେ ମରିବ ନାହିଁ।

Interlinear

Choose Theme