Home Bibles ଯାତ୍ରା ପୁସ୍ତକ 21:29 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 21:29 · ଓଡ଼ିଆ ବାଇବେଲ

ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।

Cross references

ଦିତୀୟ ବିବରଣ 21:1

ଧରାଯାଉ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭମାନଙ୍କ ଅଧିକାରାର୍ଥେ ସହେି ଦେଶ ରେ ଯେଉଁ କ୍ଷତେ ଦଇେଛନ୍ତି, ସହେି ଭୂମିର କ୍ଷେତ୍ର ମଧିଅରେ ଯବେେ କୌଣସିଠା ରେ ଏକ ମୃତ ଶରୀର ମିଳେ, ତାକକ୍ସ୍ଟ ହତ୍ଯା କରିଥିବା ଲୋକ ଯଦି ଜଣା ନଥାଏ।

Interlinear

Choose Theme