ଲୋକମାନେ ସେତବେେଳେ ସହେି ପବିତ୍ର ପର୍ବତଠାରୁ ଦୂର ରେ ରହିଲେ, ଯେ ତବେଳେ ମାଶାେ ସହେି ପର୍ବତ ଉପରକୁ, ଘନ ମେଘ ମଧ୍ଯକୁ ପରମେଶ୍ବରଙ୍କୁ ସାକ୍ଷାତ କରିବା ପାଇଁ ଗଲେ।
Cross references
ଏହାପରେ ମାଶାେ ଉପରକୁ ଚଢି ପରମେଶ୍ବରଙ୍କ ନିକଟକୁ ଗଲେ। ପରମେଶ୍ବର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ ତାକୁ କହିଲେ, ଏହି ସୂଚନା ଯାକୁବର ପରିବାର ଇଶ୍ରାୟେଲୀୟମାନଙ୍କୁ ଦିଅ।
ତୃତୀୟ ଦିନ ପ୍ରଭାତ ରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡଘଡି, ବିଜୁଳି ଏବଂ ଏକ ଗମ୍ଭୀର ଶିଙ୍ଗା ଧ୍ବନି ଶୁଣାଗଲା। ଛାଉଣୀର ଲୋକମାନେ ଭୟଭୀତ ହାଇଗେଲେ।
ସହେି ସମୟରେ, ମୁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ଯ କହିବା ନିମନ୍ତେ ସହେି ସ୍ଥାନ ରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧିଅରେ ଛିଡା ହଲିେ କାରଣ ତୁମ୍ଭମାନେେ ଅଗ୍ନିକକ୍ସ୍ଟ ଭୟ କଲ, ଏବଂ ସେଥିପାଇଁ ତୁମ୍ଭମାନେେ ପର୍ବତ ଉପରକକ୍ସ୍ଟ ଗଲ ନାହିଁ। ତାଙ୍କର ବାକ୍ଯ ଏହିସବୁ,
ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।
ତା'ପରେ ଶଲୋମନ କହିଲେ, ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ୟ୍ଯକୁ ସୂଷ୍ଟି କରିଅଛନ୍ତି ମାତ୍ର ସେ ଘୋର ଅନ୍ଧକାର ମେଘ ରେ ବାସ କରିବାକୁ ପସନ୍ଦ କରନ୍ତି
ଏହାପରେ ଶଲୋମନ କହିଲେ, ସଦାପ୍ରଭୁ ସେ ଗାଢ଼ ମେଘ ମଧିଅରେ ବାସ କରିବେ।
ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାଯମାନ ହେଲେ।
ତା'ପରେ ସଦାପ୍ରଭୁଙ୍କ ଜ୍ଯୋତିରୁ ଉଜ୍ଜ୍ବଳ ଆଲୋକ ମେଘଖଣ୍ଡ ଦଇେ ନିର୍ଗତ ହେଲା। ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆ ଲୋକିତ ହାଇେ ଉଠିଲା।
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।
ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର। ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
ପରମେଶ୍ବର ଅମର ଅଟନ୍ତି। ପରମେଶ୍ବର ଏତେ ଉଜ୍ଜ୍ବଳ ପ୍ରକାଶ ମଧିଅରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ପରମେଶ୍ବରଙ୍କୁ ମଧ୍ଯ ଦେଖି ପାରିବେ ନାହିଁ। ପରମେଶ୍ବରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ୟ୍ଯନ୍ତ ପ୍ରକାଶ ପାଉ। ଆମେନ୍।