Home Bibles ଯାତ୍ରା ପୁସ୍ତକ 2:25 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 2:25 · ଓଡ଼ିଆ ବାଇବେଲ

ଇଶ୍ରାୟେଲୀୟମାନଙ୍କ ପ୍ରତି ଧ୍ଯନ ଦେଲେ ଓ ସମାନଙ୍କେ ଅବସ୍ଥା ହୃଦଯଙ୍ଗମ କଲେ।

Cross references

ଯାତ୍ରା ପୁସ୍ତକ 1:8

ଏହାପରେ ଜଣେ ନୂତନ ରାଜା ମିଶର ରେ ରାଜୁତି କଲେ। ସହେି ରାଜା ଜାଣଙ୍କ ଯୋଷଫଙ୍କେୁ ଜାଣି ନଥିଲେ।

ଯାତ୍ରା ପୁସ୍ତକ 3:7

ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।

ଯାତ୍ରା ପୁସ୍ତକ 3:9

ଆମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଛୁ ମିଶରୀଯମାନେ ସମାନଙ୍କେୁ କିପରି ଦୌରାତ୍ମ୍ଯ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।

ଯାତ୍ରା ପୁସ୍ତକ 4:31

ଲୋକମାନେ ମଧ୍ଯ ବିଶ୍ବାସ କଲେ ଯେ ପରମେଶ୍ବର ମାଶାଙ୍କେୁ ପଠାଇଛନ୍ତି। ଯେତବେେଳେ ଇଶ୍ରାୟେଲୀୟମାନେ ଶୁଣିଲେ ଯେ, ପରମେଶ୍ବର ସମାନଙ୍କେର ଅସୁବିଧା ଦେଖିଛନ୍ତି ଏବଂ ସମାନଙ୍କେ ପାଇଁ ଦୁଃଖ କଲେ। ସମାନେେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

ଯାତ୍ରା ପୁସ୍ତକ 18:8

ସଦାପ୍ରଭୁ ତାଙ୍କର ଇଶ୍ରାୟେଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସହେି ସମସ୍ତ ବିଷଯ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ। ମାଶାେ ମଧ୍ଯ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧ ରେ ଇଶ୍ରାୟେଲ ନିମନ୍ତେ ଯାହା କରିଥିଲେ, ସମାନେେ ରାସ୍ତା ରେ ସମ୍ମୁଖୀନ ହାଇେଥିବା କଠିନତା ବିଷଯ କହିଲେ। ଏବଂ କିପରି ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିଛନ୍ତି ତାହା ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ।

ଦିତୀୟ ବିବରଣ 26:7

ଏହାପରେ ଆମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲକ୍ସ୍ଟ। ଆଉ ସଦାପ୍ରଭୁ ଆମ୍ଭମାନଙ୍କର ଡାକ ଶୁଣିଲେ ଓ ଆମ୍ଭମାନଙ୍କର କଷ୍ଟକକ୍ସ୍ଟ ହୃଦଯଙ୍ଗମ କଲେ ଓ ଉପଦ୍ରବ ଶ୍ରମ ଦେଖିଲେ।

ପ୍ରଥମ ଶାମୁୟେଲ 1:11

ସେ ଏହା କହି ପରମେଶ୍ବରଙ୍କ ନିକଟରେ ପ୍ରତିଜ୍ଞା କଲା, ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖକ୍ସ୍ଟଥାଅ ମୁ କେତେ ଦକ୍ସ୍ଟଃଖି, ଯଦି ତୁମ୍ଭେ ତୁମ୍ଭର ସବେକକକ୍ସ୍ଟ ମନେ ରଖିଥାଅ, ତବେେ ମାେତେ ଏକ ପକ୍ସ୍ଟତ୍ର ଦିଅ। ତା' ହେଲେ ମୁ ସହେି ପକ୍ସ୍ଟତ୍ରଟିକକ୍ସ୍ଟ ସଦାପ୍ରଭୁଙ୍କଠା ରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସବୋ କରିବ। ସେ ଦ୍ରାକ୍ଷାରସ ଏବଂ ସକ୍ସ୍ଟରା ନାସରୀଯ ତକ୍ସ୍ଟଲ୍ଯ ପିଇବ ନାହିଁ ଏବଂ ତା'ର ବାଳ କାଟିବାପାଇଁ କୌଣସି କ୍ଷକ୍ସ୍ଟର ତା'ର ମକ୍ସ୍ଟଣ୍ତ ରେ ସ୍ପର୍ଶ କରିବ ନାହିଁ।

ଦିତୀୟ ଶାମୁୟେଲ 16:12

ଏହା ହାଇପୋ ରେ ଯେ, ସଦାପ୍ରଭୁ ମାେ ପ୍ରତି ଅନ୍ଯାଯ ହେଉଥିବାର ଦେଖିବେ ଏବଂ ଶିମିଯିର ଅଭିଶାପ ବଦଳ ରେ ସେ ମାେତେ ଆଶୀର୍ବାଦ କରିବେ।

ଆୟୁବ ପୁସ୍ତକ 33:27

ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।

ଗୀତସଂହିତା 1:6

କାରଣ ସଦାପ୍ରଭୁ କବଳେ ଧାର୍ମିକ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି ଦୁଷ୍ଟ ଲୋକମାନଙ୍କର କାର୍ୟ୍ଯ ବିନଷ୍ଟ କରନ୍ତି।

ଗୀତସଂହିତା 10:14

ହେ ସଦାପ୍ରଭୁ, ନିଶ୍ଚଯ ତୁମ୍ଭେ ସହେି ନଷ୍ଠୁର ଲୋକମାନଙ୍କ କାର୍ୟ୍ଯ ଦେଖୁଅଛ। ଥରେ ସହେି ମନ୍ଦକାର୍ୟ୍ଯକୁ ଚାହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚଯ ତୁମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସନ୍ତି। ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ୟିଏକି ସହେି ପିତୃହୀନ ମାନଙ୍କୁ ସାହାୟ୍ଯ କରିପାର।

ଗୀତସଂହିତା 31:8

ତୁମ୍ଭେ ମାରେ ଶତ୍ରୁଙ୍କ ହସ୍ତରେ ମାେତେ ଅର୍ପଣ କରିବ ନାହିଁ। ତୁମ୍ଭେ ସମାନଙ୍କେ ୟନ୍ତାରୁ ମାେତେ ମୁକ୍ତ କରିବ।

ଗୀତସଂହିତା 55:22

ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦଇଦେିଅ, ତହିଁରେ ସେ ତୁମ୍ଭର ଯତ୍ନ ନବେେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହବୋକୁ ଦବେେ ନାହିଁ।

ମାଥିଉଲିଖିତ ସୁସମାଚାର 7:23

ତବେେ ମୁଁ ସମାନଙ୍କେୁ ଖାେଲାଖାଲିେ ଭାବରେ କହିବି ଯେ, 'ମୁଁ ତୁମ୍ଭକୁ ଆଦୌ ଜାଣିନି। ଆ ରେ କୁକର୍ମୀମାନେ, ମାେ ପାଖରୁ ଚାଲିଯାଅ।'

ଲୂକଲିଖିତ ସୁସମାଚାର 1:25

ଦେଖ, ଶଷେ ରେ ପରମେଶ୍ବର ମାେତେ ସାହାୟ୍ଯ କରିଛନ୍ତି। ଲୋକମାନଙ୍କ ମଧିଅରେ ମାରେ ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମାେ' ପ୍ରତି ସଦୟ ହାଇେଛନ୍ତି।

Interlinear

Choose Theme