Home Bibles ଯାତ୍ରା ପୁସ୍ତକ 1:8 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 1:8 · ଓଡ଼ିଆ ବାଇବେଲ

ଏହାପରେ ଜଣେ ନୂତନ ରାଜା ମିଶର ରେ ରାଜୁତି କଲେ। ସହେି ରାଜା ଜାଣଙ୍କ ଯୋଷଫଙ୍କେୁ ଜାଣି ନଥିଲେ।

Cross references

ଯାତ୍ରା ପୁସ୍ତକ 3:7

ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।

ଯାତ୍ରା ପୁସ୍ତକ 3:9

ଆମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଛୁ ମିଶରୀଯମାନେ ସମାନଙ୍କେୁ କିପରି ଦୌରାତ୍ମ୍ଯ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।

ଯାତ୍ରା ପୁସ୍ତକ 3:16

ସଦାପ୍ରଭୁ ଆହୁରି କହିଲେ, ୟାଅ ଏବଂ ଇଶ୍ରାୟେଲୀୟ ପ୍ରାଚୀନଗଣଙ୍କୁ କୁହ, 'ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ବର, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର, ମାେତେ କହି ଅଛନ୍ତି, ମିଶରୀଯମାନଙ୍କ ଦ୍ବାରା ତୁମ୍ଭଙ୍କୁ ଦିଆୟାଇଥିବା ୟନ୍ତ୍ରଣାସବୁ, ଆମ୍ଭେ ଟିପି ନଇେଅଛୁ।

ବିଚାରକର୍ତାମାନଙ୍କ ବିବରଣ 2:10

ଏହାପରେ ପୂରା ପିଢି ମୃତ ହେଲା ଏବଂ ପର ପିଢି ସମାନଙ୍କେର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସମାନେେ ଜାଣିଲେ ନାହିଁ ଇଶ୍ରାୟେଲର ଲୋକମାନଙ୍କର କ'ଣ ସେ କଲେ।

ଉପଦେଶକ 2:18

ସୂର୍ୟ୍ଯତଳେ ମୁଁ ୟହିଁ ରେ ପରିଶ୍ରାନ୍ତ ହଲିେ, ମାହେର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମାରେଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ୟିବାକୁ ହବେ।

ଉପଦେଶକ 9:15

ଏପରି ସମୟରେ ତହିଁ ମଧିଅରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦଖାଗେଲା। ପୁଣି ସେ ଆପଣା ଜ୍ଞାନ ଦ୍ବାରା ନଗର ରକ୍ଷା କଲା। ତଥାପି ସହେି ଦରିଦ୍ର ଲୋକଙ୍କୁ କହେି ସ୍ମରଣ କଲା ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:18

ସହେି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ବ କରିବାପାଇଁ ଆରମ୍ଭ କଲେ। ସେ ଯୋଷଫଙ୍କେୁ ଜାଣି ନଥିଲେ।

Interlinear

Choose Theme