Home Bibles ଯାତ୍ରା ପୁସ୍ତକ 2:19 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 2:19 · ଓଡ଼ିଆ ବାଇବେଲ

କନ୍ଯାଗଣ ତାଙ୍କୁ ଉତ୍ତର ଦେଲେ, ହଁ, ମଷେପାଳକମାନେ ଆମ୍ଭକୁ ଘଉଡାଇ ଦେଉଥିଲେ, ମାତ୍ର ଏବ୍ରୀଯ ଲୋକ ଆମ୍ଭକୁ ସାହାୟ୍ଯ କଲେ। ସେ ଆମ୍ଭମାନଙ୍କ ପାଇଁ ପାଣି କାଢି ଆମ୍ଭର ମଷେମାନଙ୍କୁ ଜଳପାନ କରାଇଲେ।

Cross references

ଆଦି ପୁସ୍ତକ 29:10

ରାହେଲ ଥିଲା ଲାବନ୍ର ଝିଅ। ଲାବନ ଥିଲେ ଯାକୁବର ମା' ରିବିକାର ଭାଇ। ଯାକୁବ ଯେତବେେଳେ ମାତୁଳ ଲାବନର କନ୍ଯା ମଷେ ସହିତ ରାହେଲକୁ ଦେଖିଲା, ସେ ୟାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମଷେମାନେ ଜଳପାନ କଲେ।

ଆଦି ପୁସ୍ତକ 50:11

ସହେି ଦେଶ ନିବାସୀ କିଣାନୀଯ ଲୋକମାନେ ଆଟଦର ଖଳା ରେ ସମାନଙ୍କେର ଏରୂପ ଶାେକ ଦେଖି କହିଲେ, ମିଶ୍ରୀଯମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ। ସହେିସ୍ଥାନ ଆବଲେ-ମିଶର ନାମ ରେ ବିଖ୍ଯାତ ହେଲା। ଏହା ୟର୍ଦ୍ଦନ ପାରସ୍ଥ ରେ।

Interlinear

Choose Theme