Home Bibles ଯାତ୍ରା ପୁସ୍ତକ 18:13 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 18:13 · ଓଡ଼ିଆ ବାଇବେଲ

ତା'ପରଦିନ ମାଶାେ ଲୋକଙ୍କର ବିଚାର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହାଇେ ରହିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 5:10

ହେ ଶ୍ବତଗେର୍ଦ୍ଧଭୀ-ଆରୋହିମାନେ, ହେ ଗାଲିଗ୍ଭ ରେ ବସିବା ଲୋକମାନେ, ହେ ପଥର ରେ ଗମନକାରୀମାନେ! ତୁମ୍ଭମାନେେ ଗାନ କର।

ଆୟୁବ ପୁସ୍ତକ 29:7

ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।

ଯିଶାଇୟ 16:5

ତା'ପ ରେ ଜଣେ ନୂତନ ରାଜା ଆସିବେ। ସେ ରାଜା ଦାଉଦ ପରିବାରରୁ ହବେେ। ସେ ବିଶ୍ବସ୍ତ, ଦୟାଳୁ ଓ ସ୍ନହେୀ ହବେେ। ସେ ନ୍ଯାଯ ବିଚାର କରିବେ ଓ ଧର୍ମ ରେ ସମସ୍ତ କାର୍ୟ୍ଯ ସାଧନ କରିବେ।

ଯୋୟେଲ 3:12

ହେ, ରାଜ୍ଯବାସୀ! ଜାଗ୍ରତ ହୁଅ, ୟିହୋଶାଫଟର ଉପତ୍ୟକାକୁ ଆସ କାରଣ ସହେି ସ୍ଥାନ ରେ ଆମ୍ଭେ ଇଶ୍ରାୟେଲର ଚତୁଃପାଶର୍‌ବ ରେ ଥିବା ରାଜ୍ଯମାନଙ୍କର ବିଗ୍ଭର କରିବା ପାଇଁ ଫରେି ଆସିବା।

ମାଥିଉଲିଖିତ ସୁସମାଚାର 23:2

ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମାଶାଙ୍କେ ବ୍ଯବସ୍ଥାର ବ୍ଯାଖ୍ଯା କରିବାର ଅଧିକାର ପାଇଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 12:8

ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ବନା ଦବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ଲୋକମାନଙ୍କୁ ସାନ୍ତ୍ବନା ଦେଉ। ଯଦି କାହାକୁ ଦାନ ଦବୋ ଅନୁଗ୍ରହ ଦାନ ମିଳିଛ ତା' ହେଲେ ସେ ଖାେଲା ମନ ରେ ଦାନ କରୁ। ଯଦି କାହାକୁ ନତେୃତ୍ବ ନବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ମନ ପ୍ରାଣ ଢାଳି ନତେୃତ୍ବ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦଖାଇବୋ ଅନୁଗ୍ରହ ଦାନ ମିଳିଛି ତା' ହେଲେ ସେ ଆନନ୍ଦ ମନ ରେ ଦୟା ଦଖାେଉ।

ରୋମୀୟଙ୍କ ପ୍ରତି ପତ୍ର 13:6

ଏହି ଦୃଷ୍ଟିରୁ ତୁମ୍ଭମାନେେ ସରକାରକୁ କର ମଧ୍ଯ ଦିଅ। ସମାନେେ ପରମେଶ୍ବରଙ୍କ ସବୋ ରେ ରହିଛନ୍ତି, ଏବଂ ସହେି କାର୍ୟ୍ଯ କରିବା ପାଇଁ ନିଜର ସଂପୂର୍ଣ ସମୟ ଦେଉଛନ୍ତି।

Interlinear

Choose Theme