ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଏହି ୟୁଦ୍ଧର ବିବରଣୀ ଲେଖ। ଏହିକଥା ଏକ ପୁସ୍ତକରେ ଲେଖ। ଯାହାଫଳ ରେ ଲୋକମାନେ ମନରେଖି ପାରିବେ ଏଠା ରେ ଯାହାସବୁ ଘଟିଥିଲା। ଏବଂ ଯିହାଶୂେୟଙ୍କ ପାଖ ରେ ସହେି ପୁସ୍ତକ ପଢ। ମୁଁ ସମ୍ପୂର୍ଣ୍ଣଭାବରେ ଅମାଲକେୀଯମାନଙ୍କୁ ଏହି ପୃଥିବୀରୁ ଧ୍ବଂସ କରିବି।
Cross references
ତେଣୁ ତୁମ୍ଭମାନେେ ଭଲଭାବେ ମନରେଖ ଯେ, ଆଜି ରାତ୍ରିଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀଯ ଦିନ ହବେ। ତୁମ୍ଭମାନେେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପଚାଳନ କରିବ। ତୁମ୍ଭର ଭବିଷ୍ଯତ ବଂଶଧରମାନେ ଏହି ପର୍ବ ପ୍ରତିବର୍ଷ ପାଳନ କରିବେ।
ଏହି ପବିତ୍ର ଦିନଟିକୁ ତୁମ୍ଭମାନେେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ଯବସ୍ଥା ଯେପରି ତୁମ୍ଭ ମୁଖ ରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ବରୂପ ତୁମ୍ଭ ହସ୍ତ ରେ ଓ ସ୍ମରଣର ଉପାଯ ସ୍ବରୂପ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ବାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି।
ତେଣୁ ମାଶାେ ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ଲେଖିଲେ। ପ୍ରଭାତ ରେ ଉଠି ପର୍ବତ ତଳେ ଏକ ୟଜ୍ଞବଦେୀ ଓ ଇଶ୍ରାୟେଲର ଦ୍ବାଦଶ ବଂଶ ନିମନ୍ତେ ଦ୍ବାଦଶ ସ୍ତମ୍ଭ ନିର୍ମାଣ କଲେ।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଏ ସମସ୍ତ ଲୋଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ସହିତ କଲୁ।
ଏହାପରେ ସେ ଅମାଲକେ ପ୍ରତି ଦୃଷ୍ଟିକରି ଗୀତ ରେ କହିଲା,
ମାଶାେ ସଦାପ୍ରଭୁଙ୍କ ଆଜ୍ଞା ରେ ସମାନଙ୍କେର ୟାତ୍ରା ଅନୁସାରେ ସମାନଙ୍କେର ଗମନର ବିବରଣ ଲେଖିଲେ, ଯେଉଁ ଯେଉଁ ସ୍ଥାନକୁ ସମାନେେ ଗମନ କରିଥିଲେ, ସହେିସବୁ ୟାତ୍ରାର ବିବରଣ ଏହି।
ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ପଥ ମଧିଅରେ ଅମାଲକେୀଯ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି କରିଥିଲେ।
ଏଥପାଇଁ ତୁମ୍ଭମାନେେ ଅମାଲକେୀଯମାନଙ୍କୁ ସମୂଳେ ଧ୍ବଂସ କରିବ। ତୁମ୍ଭମାନେେ ଏପରି କରିବ ଯେତବେେଳେ ସଦାପ୍ରଭୁଙ୍କ ଦତ୍ତ ନୂତନ ଦେଶ ରେ ପ୍ରବେଶ କରିବ। ସହେି ଦେଶ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଚତକ୍ସ୍ଟର୍ଦିଗସ୍ଥ ତକ୍ସ୍ଟମ୍ଭ ଶତୃମାନଙ୍କଠାରକ୍ସ୍ଟ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ପୃଥିବୀରକ୍ସ୍ଟ ଅମାଲକେୀଯମାନଙ୍କୁ ସମୂଳେ ଧ୍ବଂସ କରବାକକ୍ସ୍ଟ ପଡିବ।
ଏହାପରେ ମାଶାେ ବ୍ଯବସ୍ଥା ଲେଖି ଲବେୀ ବଂଶୀଯ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବାହକ ଥିଲେ। ମାଶାେ ଇଶ୍ରାୟେଲ ପ୍ରାଚୀନବର୍ଗମାନଙ୍କୁ ମଧ୍ଯ ଏହି ବ୍ଯବସ୍ଥା ଦେଲେ।
ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ୟର୍ଦ୍ଦନ ନଦୀର ଜଳ ଧାରକକ୍ସ୍ଟ ବନ୍ଦ କରିଥିଲେ। ସହେି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ୟକ୍ସ୍ଟକ୍ତିର ପବିତ୍ର ସିନ୍ଦକ୍ସ୍ଟକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶୀଳା ଖଣ୍ତଗକ୍ସ୍ଟଡିକ ସବୁଦିନ ପାଇଁ ଇଶ୍ରାୟେଲବାସୀଙ୍କର କଥାକକ୍ସ୍ଟ ମନେପକାଉ ଥିବ।
ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, 'ଯେତବେେଳେ ଇଶ୍ରାୟେଲୀୟମାନେ ମିଶରରକ୍ସ୍ଟ ବାହାରି ଆସିଲେ, ଅମାଲକେୀଯମାନେ ତାଙ୍କୁ କାନନେ ୟିବା ରେ ବାଧା ସୃଷ୍ଟି କରିବେ। ମୁ ଦେଖିଛି ଯାହା ସବୁ ଅମାଲକେୀଯମାନେ କରିଛନ୍ତି।
ଶାଉଲ ଅମାଲକମାନଙ୍କେୁ ପରାସ୍ତ କଲେ। ସେ ହବୀଲାଠାରକ୍ସ୍ଟ ମିଶର ସୀମାବର୍ତ୍ତୀ ଶକ୍ସ୍ଟରର ନିକଟ ପର୍ୟ୍ଯନ୍ତ ଅମାଲକେୀଯମାନଙ୍କୁ ଆକ୍ରମଣ କଲେ।
ସଦାପ୍ରଭୁ ତୁମ୍ଭକୁ ୟକ୍ସ୍ଟଦ୍ଧ ୟାତ୍ରା ରେ ପଠାଇ କହିଲେ, 'ୟାଅ, ସହେି ଅମାଲକେୀଯ ପାପୀମାନଙ୍କୁ ହତ୍ଯା କର। ସମାନଙ୍କେୁ ସଐୂର୍ଣ୍ଣ ରୂପେ ଧ୍ବଂସ ନକରିବା ପର୍ୟ୍ଯନ୍ତ ତାଙ୍କ ସହ ୟକ୍ସ୍ଟଦ୍ଧ କର।'
ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀଯ, ଅମାଲକେୀଯ ଓ ଗିଷରୀଯ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ୟ୍ଯନ୍ତ ଯେଉଁ ଦେଶ, ସେଥି ମଧ୍ଯରକ୍ସ୍ଟ ପୂର୍ବକାଳ ରେ ସଠାେରେ ସେ ଲୋକମାନେ ବାସ କରୁଥିଲେ।
ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।
ଦାଉଦ ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ବଧ କଲେ। ସମାନେେ ସୂର୍ େଯ୍ଯାଦଯରକ୍ସ୍ଟ ପରଦିନ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢି଼ଲେ ଏବଂ ପଳାଇଲେ ସହେି ଅମାଲକେୀଯ ବ୍ଯତୀତ କହେି ରକ୍ଷା ପାଇଲେ ନାହିଁ।
ଅମାଲକେୀଯମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଲଗକକ୍ସ୍ଟ ଫରେି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତକ୍ସ୍ଟ୍ଯ ପରେ ପରେ, ଦାଉଦ ସଠାେରେ ମାତ୍ର ଦକ୍ସ୍ଟଇ ଦିନ ରହିଲେ।
ଶାଉଲ ମାେତେ ପଚାରିଲେ, ତୁମ୍ଭେ କିଏ? ମୁ ଉତ୍ତର ଦଲେି ମୁ ଜଣେ ଅମାଲକେୀଯ ଲୋକ।
ଦାଉଦ ଅରାମ, ମାଯାେବ, ଅମ୍ମାନେ, ପଲେଷ୍ଟୀୟ, ଅମାଲକେୀଯ ଏବଂ ସେ ମଧ୍ଯ ସୋବାର ରାଜା ରହବରେ ପକ୍ସ୍ଟତ୍ର ହଦଦଷେରକକ୍ସ୍ଟ ପରାସ୍ତ କରିଥିଲେ।
ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସଯେୀରର ପାର୍ବତ୍ଯମଯ ଦେଶକୁ ଗମନ କଲେ। ୟିଶଯିଙ୍କର ପୁତ୍ରମାନେ ସହେି ଲୋକମାନଙ୍କୁ ପଥ କଢ଼ାଇ ନଇଗେଲେ। ସହେି ପୁତ୍ରମାନେ ଥିଲେ : ପ୍ଲଟିଯ, ନିଯଶଯ, ରଫାଯ ଓ ଉଷୀଯଲେ। ଶିମଯୋନୀଯ ଲୋକମାନେ ସହେି ସ୍ଥାନ ରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।
ସଠାେରେ କବଳେ ଅଳ୍ପମାତ୍ର ଅମାଲକେୀଯ ଲୋକ ରହିଲେ। ଆଉ ଏହିଶିମିଯୋନୀଯ ଲୋକମାନେ ସମାନଙ୍କେୁ ବଧ କଲେ। ସହେି ସମୟଠାରୁ ଆଜି ପର୍ୟ୍ଯନ୍ତଶିମିଯୋନୀଯ ଲୋକମାନେ ସଯେୀର ରେ ବସବାସ କରି ଆସିଅଛନ୍ତି।
ଏହା ଦେଖିସାରିବା ପରେ ଆମ୍ଭମାନେେ କ'ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣା ଯୋଗ୍ଯ କର୍ମ ଅନ୍ୟ ଗୋଷ୍ଠୀଯମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶଷେ କରିବ ନାହିଁ।
ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ। ତାକୁ ଆଉ କହେି ମନେ ରଖିବେ ନାହିଁ।
ମୁଁ ଚା ହେଁ କହେି ଜଣେ ମନରେଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହି ରେ ଲେଖିଛି। ମୁଁ ଚା ହେଁ ମାରେ କଥାସବୁ ପୁସ୍ତକରେ ଲିଖିତ ହାଇରହେୁ।
ଶତ୍ରୁମାନେ ନିଶ୍ଚିହ୍ନ ହାଇେଛନ୍ତି। ହେ ସଦାପ୍ରଭୁ ତୁମ୍ଭେ ସମାନଙ୍କେର ନଗରକୁ ଧ୍ବଂସ କରିଛ। ବର୍ତ୍ତମାନ କବଳେ ଭଙ୍ଗା ଅଟ୍ଟାଳିକାର ଧ୍ବଂସାବଶଷେ ବିଦ୍ଯମାନ। ଆଜି ସମାନଙ୍କେୁ ମନେ ପକାଇବା ପାଇଁ କିଛି ଅବଶଷେ ବାକିରହି ନାହିଁ।
ଧାର୍ମିକ ଲୋକମାନେ ଆଦର ସହକା ରେ ମନେ ରଖନ୍ତି କିନ୍ତୁ ଦୁଷ୍ଟ ବ୍ଯକ୍ତିର ନାମ ଦୁର୍ଗନ୍ଧ ବାସନା ପରି ହୁଏ।
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଯେଉଁସବୁ କଥା କହିଅଛୁ, ତାହା ତୁମ୍ଭେ ଗୋଟିଏ ପୁସ୍ତକରେ ଲେଖି ରଖ।
ଏହି ବାର୍ତ୍ତା ଯିହୁଦାର ଦଶାେଧ୍ଯକ୍ଷ ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ମହାୟାଜକ ୟିହୋଷାଦକଙ୍କ ପୁତ୍ର ଯିହାଶୂେୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ।