Home Bibles ଯାତ୍ରା ପୁସ୍ତକ 15:6 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 15:6 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳ ରେ ଗୌରବାନ୍ବିତ ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତ ରେ ଶତୃକୁ ପରାସ୍ତ କଲେ।

Cross references

ଯାତ୍ରା ପୁସ୍ତକ 15:11

ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!

ପ୍ରଥମ ବଂଶାବଳୀ 29:11

ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।

ଗୀତସଂହିତା 2:9

ତୁମ୍ଭେ ସହେି ରାଜ୍ଯସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ବଂସ କରିଦଇେ ପାରିବ।

ଗୀତସଂହିତା 17:7

ପରମେଶ୍ବର ତୁମ୍ଭର ଅଦ୍ଭୁତ କରୁଣା ଦଖାେଅ ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସମାନଙ୍କେୁ ଉଦ୍ଧାର କର। ସମାନଙ୍କେର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ୍ ଶକ୍ତି ବ୍ଯବହାର କର। ତଣେୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର। ଏହା ଜଣକର ପ୍ରାର୍ଥନା ୟିଏ ତୁମ୍ଭଠାରେ ଆଶ୍ରଯ ନଇେଛି ଏବଂ ୟିଏ ତୁମ୍ଭର ଅନୁସରଣକାରୀ ଅଟେ।

ଗୀତସଂହିତା 44:3

ଆମ୍ଭର ପିତୃପୁରୁଷଙ୍କ ଖଡ୍ଗ ଦ୍ବାରା ଏ ରାଜ୍ଯ ମିଳି ନାହିଁ। ସମାନଙ୍କେର ବଳିଷ୍ଠ ବାହୁ ୟୁଗଳ ସମାନଙ୍କେୁ ବିଜଯୀ କରି ନାହିଁ। ଏହା କବଳେ ସମ୍ଭବ ହାଇେଛି, ତୁମ୍ଭେ ସମାନଙ୍କେ ସାଙ୍ଗରେ ଥିଲ। ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସମାନଙ୍କେୁ ଭଲ ପାଉଥିଲ।

ଗୀତସଂହିତା 44:4

ହେ ମାରେ ପରମେଶ୍ବର, ତୁମ୍ଭେ ମାରେ ରାଜା ଅଟ। ଆଜ୍ଞା ଦିଅ ଓ ୟାକୁବର ଲୋକଙ୍କୁ ମୁକ୍ତ କରାଅ।

ଗୀତସଂହିତା 60:5

ୟପରେି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମାରେ ପ୍ରାର୍ଥନାର ଉତ୍ତର ଦିଅ। ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।

ଗୀତସଂହିତା 74:11

ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାୟ୍ଯ କରିବ ନାହିଁ ? ତୁମ୍ଭେ ଆପଣା ମହାଶକ୍ତିକୁ ବ୍ଯବହାର କରି ଶତ୍ରୁମାନଙ୍କୁ ପରାଜଯ କର।

ଗୀତସଂହିତା 77:10

ଏହାପରେ ମୁଁ ଚିନ୍ତା କଲି, ଏସବୁ ମାେତେ ବିବ୍ରତ କରୁଅଛି, 'ସର୍ବୋପରିସ୍ଥ ପରମେଶ୍ବର କ'ଣ ତାଙ୍କର ଶକ୍ତି ହରାଇ ଅଛନ୍ତି ?

ଗୀତସଂହିତା 89:8

ସଦାପଭ୍ରୁ ସୈନ୍ଯାଧିପତି ପରମେଶ୍ବର, ତୁମ୍ଭ ପରି କହେି ନାହିଁ। ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସଂପୂର୍ଣ୍ଣ ବିଶ୍ବାସ କରିପାରିବୁ।

ଗୀତସଂହିତା 89:14

ଧର୍ମ ଓ ନ୍ଯାଯ ବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ। ପ୍ରମେ ଓ ଭକ୍ତି ତୁମ୍ଭ ସିଂହାସନର ସବକେ।

ଗୀତସଂହିତା 98:1

ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !

ଗୀତସଂହିତା 118:15

ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜଯ ଧ୍ବନି ତୁମ୍ଭେ ଶୁଣିପାରିବ। ସଦାପ୍ରଭୁ ପୁନରାଯ ତାଙ୍କର ମହାନ୍ ଶକ୍ତି ପ୍ରଦର୍ଶନ କଲେ।

ଯିଶାଇୟ 30:14

ତୁମ୍ଭମାନେେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଯେିବ। ତାହା ଏପରି ଅଦରକାରୀ ହବେ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥି ରେ ଚୂଲୀରୁ ନିଆଁ ଆଣି ହବେ ନାହିଁ କି କୁଣ୍ଡରୁ ପାଣି ନଇେ ହବେ ନାହିଁ।'

ଯିଶାଇୟ 51:9

ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳ ରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସହେିପରି ଜାଗ। ରାହବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

ଯିଶାଇୟ 52:10

ସଦାପ୍ରଭୁ ସର୍ବଦେଶୀଯଙ୍କ ସମ୍ମୁଖ ରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି ଓ ପୃଥିବୀର ପ୍ରେତ୍ୟକକ ତାଙ୍କର ପରିତ୍ରାଣ ଦେଖିବେ।

ଯିଶାଇୟ 63:12

ଯେ ନିଜର ଅଦ୍ଭୁତ ଶକ୍ତି ବଳ ରେ ନିଜର ଦକ୍ଷିଣ ହସ୍ତ ସାହାୟ୍ଯ ରେ ମାଶାଙ୍କେୁ ପରିଚାଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାଯୀ ନାମ ସ୍ଥାପନ ଉଦ୍ଦେଶ୍ଯ ରେ ସମାନଙ୍କେ ସମ୍ମୁଖ ରେ ଜଳକୁ ଦୁଇଭାଗ କଲେ, ସେ କାହାଁନ୍ତି ?

ଯିରିମିୟ 13:14

ପୁଣି ଆମ୍ଭେ ସମାନଙ୍କେର ଜଣକୁ ଅନ୍ୟ କିଛି ଉପ ରେ କଚାଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପ ରେ ଏକ ସଙ୍ଗେ କଚାଡ଼ିବା।' ଏହା ସଦାପ୍ରଭୁ କହନ୍ତି, 'ଆମ୍ଭେ ସମାନଙ୍କେ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦଖାଇେ ସମାନଙ୍କେୁ ବିନଷ୍ଟ କରିବା।'

ମାଥିଉଲିଖିତ ସୁସମାଚାର 6:13

ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:27

ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବ। ସେ ସମାନଙ୍କେୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦବେ। ଗୀତସଂହିତା 2:9

Interlinear

Choose Theme