Home Bibles ଯାତ୍ରା ପୁସ୍ତକ 12:34 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 12:34 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ଲୋକମାନେ ତାଙ୍କ ଅଟା ରେ ତାଡି ମିଶାଇବାକୁ ସମୟ ପାଇ ନଥିଲେ। ସମାନେେ ଅଟା ନଇେ ପଳାଇଲେ। ସମାନେେ ସମାନଙ୍କେର ପାତ୍ରଗୁଡିକ ଲୁଗା ରେ ଘୋଡାଇ ଗୁଡାଇଲେ ଏବଂ ସମାନଙ୍କେର କାନ୍ଧ ରେ ବହିଲେ।

Cross references

ଯାତ୍ରା ପୁସ୍ତକ 8:3

ନୀଳନଦୀ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ ହବେ। ସମାନେେ ନଦୀରୁ ଆସି ତୁମ୍ଭର ଘ ରେ ପଶିବେ। ସମାନେେ ତୁମ୍ଭର ଶଯନ କକ୍ଷ ଓ ଶୟେ ରେ ପଡି ରହିବେ ଏବଂ ସମାନେେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହ ରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀ ରେ ପ୍ରବେଶ କରିବେ।

Interlinear

Choose Theme