Home Bibles ଏଷ୍ଟର ବିବରଣ 7:5 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 7:5 · ଓଡ଼ିଆ ବାଇବେଲ

ଏଥି ରେ ଅକ୍ଷଶ୍ବରେଶ ରାଜା ଏଷ୍ଟର ରାଣୀକି କହିଲା, ଯେ ଏପର୍ୟ୍ଯନ୍ତ କର୍ମ କରିବାକୁ ମନ ରେ ସାହାସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠା ରେ ଅଛି?

Cross references

ଆଦି ପୁସ୍ତକ 27:33

ଏହାପରେ ଇସ୍ହାକ ବହୁତ ବ୍ଯସ୍ତ ହେଲେ ଏବଂ କହିଲେ, ତବେେ ସିଏ କିଏ ଥିଲା। ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶିର୍ବାଦ କଲି। ବର୍ତ୍ତମାନ ମାରେଆଶୀର୍ବାଦ ଫରୋଇବା ପାଇଁ ଡ଼ରେି ହାଇେଛି।

ଆୟୁବ ପୁସ୍ତକ 9:24

ଯେତବେେଳେ ଜଣେ ଦୁଷ୍ଟ ବ୍ଯକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ବର ସହେି ନେତାଙ୍କୁ ଗତି ରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି ? ଯଦି ପରମେଶ୍ବର ତାହା ନ କରନ୍ତି, ତବେେ କିଏ ?

ରେରିତମାନଙ୍କ କାର୍ଯ୍ୟର ବିବରଣ 5:3

ଏହା ଦେଖି ପିତର କହିଲେ, ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦଲେ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସହେି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ।

Interlinear

Choose Theme