ଏହାପରେ ଇସ୍ହାକ ବହୁତ ବ୍ଯସ୍ତ ହେଲେ ଏବଂ କହିଲେ, ତବେେ ସିଏ କିଏ ଥିଲା। ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶିର୍ବାଦ କଲି। ବର୍ତ୍ତମାନ ମାରେଆଶୀର୍ବାଦ ଫରୋଇବା ପାଇଁ ଡ଼ରେି ହାଇେଛି।
Cross references
ଇସ୍ହାକ ଯାକୁବକୁ ଡ଼ାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞାଦଇେ ତାଙ୍କୁ କହିଲେ, ତୁମ୍ଭେ କିଣାନୀଯ କନ୍ଯାକୁ ବିବାହ କରିବ ନାହିଁ।
ସର୍ବଶକ୍ତିମାନ ପରମେଶ୍ବର ଆଶୀର୍ବାଦ କରି ଅନକେ ଜନସମାଜ ହବୋ ପାଇଁ ୟଥେଷ୍ଟ ବଂଶଧର କରନ୍ତୁ।
ମୁଁ ଯେତବେେଳେ ଚିନ୍ତା କରେ ମାେ ପ୍ରତି କ'ଣ ସବୁ ଘଟିଗଲା। ଭୟ ରେ ମାରେ ସର୍ବାଙ୍ଗ ଥରଥର କମ୍ପି ଉେଠ।
ବିଜୁଳି ଓ ଘଡ଼ଘଡ଼ି ମାେତେ ଭୟଭୀତ କରେ। ଛାତି ଭିତରର ହୃତପିଣ୍ଡ ଭୟ ରେ କମ୍ପି ଉେଠ।
ମାେତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମାେତେ ଆଚ୍ଛନ୍ନ କରିଅଛି।
ଜଣେ ଚୋର ଚୋରି, ହତ୍ଯା ଓ ନଷ୍ଟ କରିବା ପାଇଁ ଆ ସେ। କିନ୍ତୁ ମୁଁ ସମାନଙ୍କେୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦବୋ ପାଇଁ ଆସିଛି।
ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।
ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।
ପରମେଶ୍ବର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସମାନଙ୍କେ ପ୍ରତି ପରମେଶ୍ବର ନିଜର ମନ କବେେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ପରମେଶ୍ବର ଆମ୍ଭକୁ ସ୍ବର୍ଗ ରେ ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ ଦଇେଛନ୍ତି।
ବିଶ୍ବାସ କାରଣରୁ ଇସ୍ହାକ, ଯାକୁବ ଓ ଏସୌଙ୍କୁ ସମାନଙ୍କେ ଭବିଷ୍ଯତ ବିଷୟ ରେ ଆଶୀର୍ବାଦ ଦେଲେ।